ରଙ୍ଗିଲା ବୋହୂ

୨୦୧୯ର ଓଡ଼ିଆ କଥାଚିତ୍ର

ରଙ୍ଗିଲା ବୋହୂ, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଶ୍ରୀତମ ଦାସ ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଦେବୀତୋଷ ଆଚାର୍ଯ୍ୟ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ରଙ୍ଗିଲା ବୋହୂ
ନିର୍ଦ୍ଦେଶକଶ୍ରୀତମ ଦାସ
ପ୍ରଯୋଜକଶ୍ରୀତମ ଦାସ
ଚିତ୍ରନାଟ୍ୟରଜନୀ ରଞ୍ଜନ
କଳାକାରଲିପ୍ସା ମିଶ୍ର
ଦେବାଶିଷ ପାତ୍ର
ଉଷସୀ ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଦେବୀତୋଷ ଆଚାର୍ଯ୍ୟ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୪ ଫେବୃଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପ୍ସା ମିଶ୍ର ଓ ଦେବାଶିଷ ପାତ୍ର । ଉଷସୀ ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀତୋଷ ଆଚାର୍ଯ୍ୟ । ଗୀତିକାର ପଞ୍ଚାନନ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ରଙ୍ଗିଲା ବୋହୂ" 
2."ମୋ ନାକ ଅଗରେ ରାଗ" 
3."କସମ ସେ" 

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "ଆରମ୍ଭରୁ ଚମକାଇବେ ଲିପ୍‌ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022. {{cite news}}: |archive-date= / |archive-url= timestamp mismatch; 29 ଡିସେମ୍ବର 2021 suggested (help)
  2. "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ. sambad.in. 5 November 2021. Archived from the original on 26 January 2022. Retrieved 26 January 2022.
  3. "୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ଅଭିଯୋଗ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 November 2021. Archived from the original on 26 January 2022. Retrieved 26 January 2022.

ବାହାର ଆଧାର ସମ୍ପାଦନା