ରକତ କହିବ କିଏ କାହାର

୧୯୯୫ର ଓଡ଼ିଆ କଥାଚିତ୍ର


ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆକଥାଚିତ୍ର ରକତ କହିବ କିଏ କାହାର [୧] ୧୯୯୫ ମସିହାରେ ମୁକ୍ତିଲାଭ କରିଥିଲା ।

ରକତ କହିବ କିଏ କାହାର
ନିର୍ଦ୍ଦେଶକମହମ୍ମଦ ମହସିନ
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି
ମୁକ୍ତିଲାଭ ତାରିଖ
୧୯୯୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆକଥାଚିତ୍ର ‘ରକତ କହିବ କିଏ କାହାର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. ଇଣ୍ଟରନେଟ ମୁଭି ଡାଟାବେସରେ ରକତ କହିବ କିଏ କାହାର
  2. "ଆଇଟମ୍ ନମ୍ବରରେ ବଲିଉଡଠାରୁ ଓଲିଉଡ ପଛରେ". OdishaLIVE. 7 May 2018. Retrieved 27 August 2018.