ମେଟ୍ରିକ୍ ଫେଲ୍

୨୦୧୨ର ଓଡ଼ିଆ କଥାଚିତ୍ର

ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ମାଟ୍ରିକ୍ ଫେଲ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା ।

ମାଟ୍ରିକ୍ ଫେଲ୍
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକବିଜୟ କାଣ୍ଡୋଇ
ସଂଳାପ(ସଂଳାପ): ରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟରଣଜିତ ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୨୦୧୨ (ରଜ ଉପଲକ୍ଷେ)
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆ କଥାଚିତ୍ର ‘ମାଟ୍ରିକ୍ ଫେଲ୍’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୧]

ଟୀକା ସମ୍ପାଦନା

  1. "Matric Fail Oriya Movie". incredibleorissa.com. 2012. Retrieved 16 April 2012. Matric Fail Oriya Movie
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.