ମୂଷା ମୋର ରଜନୀକାନ୍ତ

୨୦୨୦ ଓଡ଼ିଆ କଥାଚିତ୍ର

ମୂଷା ମୋର ରଜନୀକାନ୍ତ, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗି ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମାଣ କରାଯାଇଥିଲା ।[୧] ସଞ୍ଜୟ ମହାକୁଳ ଓ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମୂଷା ମୋର ରଜନୀକାନ୍ତ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା
ସଂଳାପସଞ୍ଜୟ ମହାକୁଳ
ବି. ଚନ୍ଦନ କୁମାର
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଲିପିକା
କରଣ
ଅଭିଜିତ
ଅଶ୍ରୁମୋଚନ ମହାନ୍ତି
ବିଜୁ ବଡ଼ଜେନା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣପ୍ରଦୀପ କୁମାର ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପିକା ଓ କରଣ । ଅଭିଜିତ, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା, ନୀଲା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ଜୁନ ୧୪ ତାରିଖରେ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ବିଜୟ ମଲ୍ଲବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା ଆଦି କଣ୍ଟଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ପ୍ରେମୀ ପ୍ରେମୀ"ହ୍ୟୁମାନ ସାଗର, ଅସୀମା ପଣ୍ଡା 

ଆଧାର ସମ୍ପାଦନା

  1. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  2. "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.{{cite news}}: CS1 maint: unrecognized language (link)
  3. "ତରଙ୍ଗର ଆଗାମୀ ଫିଲ୍ମ 'ମୂଷା ମୋର ରଜନୀକାନ୍ତ'ର ନାୟିକା ଲିପିକାଙ୍କ ସହ 'ଷ୍ଟାର ଟାଇମ୍'". Odisha Reporter. 10 June 2020. Archived from the original on 27 August 2020. Retrieved 15 January 2022.
  4. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  5. "'ପ୍ରେମ ଏଟିଏମ୍‌'ରେ ଚୁଲବୁଲି ନାୟିକା 'ଲିପିକା'". Prameya. ଭୁବନେଶ୍ୱର. 20 October 2020. Archived from the original on 15 January 2022. Retrieved 15 January 2022.

ବାହାର ଆଧାର ସମ୍ପାଦନା