ମାହାଳ, ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗ[୧]

ମାହାଳ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକେନ୍ଦ୍ରାପଡ଼ା ଜିଲ୍ଲା
ପଞ୍ଚାୟତ ସମିତିକେନ୍ଦ୍ରାପଡ଼ା
ଗ୍ରାମ ପଞ୍ଚାୟତଗଦରପୁର
ତହସିଲକେନ୍ଦ୍ରାପଡ଼ା
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୪୧୩୪
ଏସଟିଡି କୋଡ଼+୦୬୭୨୭
ଗାଡ଼ି ପଞ୍ଜିକରଣOD/21

ଗମନାଗମନସମ୍ପାଦନ କରନ୍ତୁ

ଏହା ଜିଲ୍ଲାର ସଦର ମହକୁମା କେନ୍ଦ୍ରାପଡ଼ାଠାରୁ ୩୦ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷାସମ୍ପାଦନ କରନ୍ତୁ

ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି।

ସଂସ୍କୃତିସମ୍ପାଦନ କରନ୍ତୁ

ଏହି ଗାଆଁଠାରୁ ଅଳ୍ପ ଦୂରରେ ଶିବମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ମହା ଶିବରାତ୍ରି ଅନୁଷ୍ଠିତ ହୋଇଥାଏ ।

ଆଧାରସମ୍ପାଦନ କରନ୍ତୁ

  1. ଗତ