ପାଟକୁରା ହେଉଛି ଓଡ଼ିଶାର ୧୪୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ।[][]

ପାଟକୁରା
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକେନ୍ଦ୍ରାପଡ଼ା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ପାଟକୁରା (୦୯୬)
    ୨. କେନ୍ଦ୍ରାପଡ଼ା (୦୯୭)
    ୩. ଆଳି (୦୯୮)
    ୪. ରାଜନଗର (୦୯୯)
    ୫. ମହାକାଳପଡ଼ା (୧୦୦)
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୫୪ xxx

କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୁଖ ଅଞ୍ଚଳ । ପାଟକୁରା ଏକ ନଦୀନାଳ ଘେରା ଅଞ୍ଚଳ । ଏହି ଅଞ୍ଚଳ ଦେଇ ମହାନଦୀ,ଚିତ୍ରୋତ୍ପଳା,ଲୁଣା,କରାଣ୍ଡିଆ ନଦୀ ପ୍ରବାହିତ । କୃଷି ପ୍ରଧାନ ଅଞ୍ଚଳ ଭାବେ ଲୋକମାନେ କୃଷି କାର୍ଯ୍ୟକରି ଲୋକମାନେ ନିଜର ଜୀବିକା ନିର୍ବାହ କରନ୍ତି ।

ଇତିହାସ

ସମ୍ପାଦନା

ପର୍ଯ୍ୟଟନ

ସମ୍ପାଦନା