ହରିହର ଦାସ
ବହୁ ବିକଳ୍ପ ପୃଷ୍ଠା
ଆପଣ ଖୋଜୁଥିବା ପ୍ରସଙ୍ଗଟି ତଳଲିଖିତ ପ୍ରସଙ୍ଗମାନଙ୍କ ଭିତରୁ ଗୋଟିଏ ହୋଇଥାଇ ପାରେ:
- ହରିହର ଦାସ (୧୮୪୩ ଜନ୍ମ) - ପୁରୀ ସଂସ୍କୃତ କଲେଜର ପ୍ରତିଷ୍ଠାତା
- ହରିହର ଦାସ (୧୯୧୩ ଜନ୍ମ) - ଅସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ରାଜନେତା
- ହରିହର ଦାସ (୧୯୨୨ ଜନ୍ମ) - ପୁରୁଷୋତ୍ତମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ରାଜନେତା
- ହରିହର ଦାସ (ଅଭିନେତା) - ଓଡ଼ିଆ ଆଭିନେତା ତଥା ନୃତ୍ୟକାର
- ଆଚାର୍ଯ୍ୟ ହରିହର- ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ
ଏହି ବହୁବିକଳ୍ପ ପୃଷ୍ଠାରେ ଏକା ନାଆଁ ଥିବା ଲେଖାଗୁଡ଼ିକର ତାଲିକା ଦିଆଗଲା । ଯଦି ପୃଷ୍ଠା ଭିତରର ଲିଙ୍କଟିଏ ଆପଣଙ୍କୁ ଏଠାକୁ ବାଟ କଢ଼ାଇଲା, ଆପଣ ଏହି ଉପର ଲିଙ୍କରୁ ଖୋଜୁଥିବା ଲେଖାଟି ପାଇ ପାରନ୍ତି । |