ମଥାରେ ଦେଇ ପାଟ ଓଢ଼ଣୀ

୨୦୧୧ର ଓଡ଼ିଆ କଥାଚିତ୍ର

ମଥାରେ ଦେଇ ପାଟ ଓଢ଼ଣୀ, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ । ଲକ୍ଷ୍ମୀପ୍ରିୟ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସନ୍ତୋଷ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଞ୍ଜନ ମିଶ୍ର କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ମଥାରେ ଦେଇ ପାଟ ଓଢ଼ଣୀ
ନିର୍ଦ୍ଦେଶକରଞ୍ଜନ ମିଶ୍ର
ପ୍ରଯୋଜକଅନାମ ଚରଣ ସାହୁ
ସଂଳାପସନ୍ତୋଷ ମିଶ୍ର
ଚିତ୍ରନାଟ୍ୟରଞ୍ଜନ ମିଶ୍ର
କାହାଣୀଲକ୍ଷ୍ମୀପ୍ରିୟା ସାହୁ
କଳାକାରଦୀପକ ବାରିକ, ନିକିତା, ମିହିର ଦାସ, ପୁଷ୍ପା ପଣ୍ଡା, ଜର୍ଜ ତିଆଡ଼ି, ପିଣ୍ଟୁ ନନ୍ଦ
ସଙ୍ଗୀତଅନାମ ଚରଣ ସାହୁ
ଚିତ୍ରଗ୍ରହଣରଞ୍ଜନ ମିଶ୍ର
ସମ୍ପାଦକସୁକୁମାର ମଣି
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିକିତା ଏବଂ ଦୀପକ ।[୧] ମିହିର ଦାସ, ପୁଷ୍ପା ପଣ୍ଡା, ଜର୍ଜ ତିଆଡ଼ି, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଶୁଭ୍ରାଂଶୁ, ଭୂପତି, ଶକ୍ତି ବରାଳ, ଭବାନୀ ଚରଣ ରଥ, ଅମ୍ରିତା, ସନ୍ତୋଷ ମିଶ୍ର, ତ୍ରିଭୂବନ ପଣ୍ଡା, ଚିନ୍ମୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶାନା ଦେଇଥିଲେ ଅନାମ ଚରଣ ସାହୁ ।[୧] ବସନ୍ତରାଜ ସାମଲ ଏବଂ ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ
1."ପାଟ ପଢ଼ଣୀ ତ‌ତେ ନେଲାଲୋ କିଣି" 
2."ମୋ ଜୀବନ ନାଟକରେ ଆଉ କେ ନାୟିକା ନାହିଁ" 
3."ଏ ଓଢ଼ଣୀ ମୋତେ କୁଆଡ଼େ ନଉଚି ଟାଣି" 

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ "MATHARE DEI PATA ODHANI". Incredible Orissa. 4 September 2011. Retrieved 22 March 2018.
  2. "ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 5 January 2019. Retrieved 5 January 2019.{{cite news}}: CS1 maint: unrecognized language (link)

ବାହାର ଆଧାରସମ୍ପାଦନ କରନ୍ତୁ