କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର ପ୍ରଶାନ୍ତ କୁମାର ମଙ୍ଗରାଜ,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -- ଅଂଶୁମାନ ବାଡ଼େଇବେ! ୧୮:୪୧, ୨୦ ଅକ୍ଟୋବର ୨୦୧୯ (IST)Reply

ଆପଣଙ୍କ ତିଆରି ନୂଆ ପ୍ରସଙ୍ଗ, ଆପଣଙ୍କ ସମ୍ପାଦନା ଓ ଉଇକିପିଡ଼ିଆର ଲିଖନ ଶୈଳୀ ସମ୍ପାଦନା

ଆଦରର @ପ୍ରଶାନ୍ତ କୁମାର ମଙ୍ଗରାଜ: ଆପଣ ନିକଟରେ ଉଇକିପିଡ଼ିଆରେ କରିଥିବା କେତେକ ସମ୍ପାଦନା ପାଇଁ ଆପଣଙ୍କୁ ଧନ୍ୟବାଦ । ତେବେ ଏଥିମଧ୍ୟରୁ କିଛି ସମ୍ପାଦନା ଉଇକିପିଡ଼ିଆ:ନିୟମାବଳୀର ଉଲ୍ଲଂଘନ ହୋଇଥିବାରୁ ସେସବୁକୁ ପଛକୁ ଫେରାଇ ଦିଆଯାଇଛି । ଆପଣଙ୍କ ସମ୍ପାଦନା ଭିତରେ ଓଡ଼ିଆ ଶିଶୁ ସାହିତ୍ୟ ଭିତରେ ନିଜ ବାବଦରେ ଉଲ୍ଲେଖ କରିବା, କୌଣସି ଉଇକିପିଡ଼ିଆ:ଆଧାର ନ ଦେଇ ରବୀନ୍ଦ୍ର ବିଶ୍ୱାଳ ପ୍ରସଙ୍ଗ ତିଆରି କରିବା ଓ ତାକୁ ଓଡ଼ିଆ ଶିଶୁ ସାହିତ୍ୟ ପ୍ରସଙ୍ଗରେ ରଖିବା ବେଳେ ସେଥିରେ ଉଇକିପିଡ଼ିଆ ବାହାରର ଲିଙ୍କ ଦେବା ଆଦି ଅନ୍ୟତମ । ଦୟାକରି ଏହି ଲିଙ୍କରୁ ଉଇକିପିଡ଼ିଆ ସମ୍ପାଦନା ବାବଦରେ ଅଧିକ ପଢ଼ି ଆଗକୁ ସମ୍ପାଦନା କରିବା ପାଇଁ ଅନୁରୋଧ । --ସୁଭ (ଆଳାପ) ୧୯:୨୭, ୯ ସେପ୍ଟେମ୍ବର ୨୦୨୦ (IST)Reply

ଓଡିଆ ଶିଶୁ ଉପନ୍ୟାସ ସମ୍ପାଦନା

ଓଡ଼ିଆ ଶିଶୁ ଉପନ୍ୟାସ, ୧ ବଣରେ ଲାଗିଛି ନିଆଁ ୨ଆଖି ଖୋଲି ଦେଲେ ଆଚାର୍ଯ୍ୟବାବୁ

୩ ସଖୀ ପାଇଁ ଆଖି

୪ ନରକପୁରୀରେ ନବେ ଦିନ ୫ ବିଷ ମଣିଷ ୬ କୁନି ବଣି ୭ ନିଜକୁ ଗଢିବାର ବେଳ ୮ ମୁଁ ବି ଆମ୍ବେଦକର ପ୍ରଶାନ୍ତ କୁମାର ମଙ୍ଗରାଜ (ମୋ ଆଲୋଚନା) ୨୧:୦୭, ୧୨ ସେପ୍ଟେମ୍ବର ୨୦୨୨ (IST)Reply

କୁନି ବଣି ପ୍ରଶାନ୍ତ କୁମାର ମଙ୍ଗରାଜ (ମୋ ଆଲୋଚନା) ୦୦:୦୬, ୨୪ ଜାନୁଆରୀ ୨୦୨୪ (IST)Reply