ବେବି

୨୦୧୬ର ଓଡ଼ିଆ କଥାଚିତ୍ର

ବେବି ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୌରଭ ଏନଟର୍‌ଟେନ୍‌ମେଣ୍ଟ ବ୍ୟାନରରେ ପୂଜା ଭରାଲାୱାଲାଙ୍କ ପ୍ରଯୋଜନାରେ ଏହି କଥାଚିତ୍ର ନିର୍ମିତ ହୋଇଥିଲା ।[୧] ଏହି ଚଳଚ୍ଚିତ୍ରରେ ଅନୁଭବ ମହାନ୍ତି ଏବଂ ଝିଲିକ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୂରଲୀ କ୍ରିଷ୍ଣା[୩]

ବେବି
ନିର୍ଦ୍ଦେଶକମୂରଲୀ କ୍ରିଷ୍ଣା
ପ୍ରଯୋଜକପୂଜା ଭରାଲାୱାଲା
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟମୂରଲୀ କ୍ରିଷ୍ଣା
କଳାକାରଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ପୌଲମି, ସୁରେଶ ବଳ, ପୃଥ୍ୱୀରାଜ, ବ୍ରଜ, ହରି, ପ୍ରଜ୍ଞା
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣପ୍ରତାପ ଚନ୍ଦ୍ର ରାଉତ
ସମ୍ପାଦକଡି. ମନୀ
ମୁକ୍ତିଲାଭ ତାରିଖ
୭ ଅକ୍ଟୋବର ୨୦୧୬
ଦେଶଭାରତ
ଭାଷାଓଡ଼ିଆ

ସୁଟିଂ ସମ୍ପାଦନା

ନାୟକ ଅନୁଭବ ଏହି ଚଳଚ୍ଚିତ୍ରରେ ଜଣେ କୋଟିପତି ଭୂମିକାରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିର କିଛି ଦୃଶ୍ୟ ଓଡ଼ିଶା ସମେତ ଦୁବାଇରେ ସୁଟିଂ ହେବ ।[୪] ଏହି ଚଳଚ୍ଚିତ୍ରଟିର କାହାଣୀ ଗୋଟିଏ ଛୋଟ ଶିଶୁକୁ ନେଇ ଗତିଶୀଳ ।

ଅଭିନୟ ସମ୍ପାଦନା

ବେବି ଚଳଚ୍ଚିତ୍ର ଜରିଆରେ ବଙ୍ଗୀୟ ନାୟିକା ପୌଲମି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ପ୍ରେମ ଆନନ୍ଦ ଥିବା ବେଳେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ପ୍ରମୁଖ ଗୀତ ରଚନା କରିଥିଲେ । କ୍ରୀଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର କଣ୍ଠଦାନ କରିଛନ୍ତି ।

ଗୀତ ରଚନା କଣ୍ଠଦାନ
ଆସ୍କାଫର୍ଟି ଲାଇଫ୍‌ରେ ସାଙ୍ଗ ଗୋବିନ୍ଦ ଚନ୍ଦ୍ର ଏବଂ ଜେମ୍‌ସ
ବେବି ଓ ବେବି ହ୍ୟୁମାନ ସାଗର, ଚୁନ୍‌ମୁନ୍
କେବେ ଶହେ କେବେ ଶୂନ କୃଷ୍ଣ ବେଉରା
ମୁଁ କାହିଁକି ଏତେ ଭଲ ପାଏ ଅନନ୍ୟା ଶ୍ରୀତମ ନନ୍ଦ
ନାରେ ନା ହ୍ୟୁମାନ ସାଗର
ସୁନ୍ ଜରା ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ
ତୁ ମୋ ହୃଦୟର ଭାଷା(ପୁରୁଷ) ମାଧବ ଦାସ
ତୁ ମୋ ହୃଦୟର ଭାଷା(ନାରୀ) ଦୀପ୍ତିରେଖା ପାଢ଼ୀ
ବେବି(ଦୁଃଖ) ହ୍ୟୁମାନ ସାଗର

ଆଧାର ସମ୍ପାଦନା

  1. "Baby Odia Movie of Anubhav and Jhilik to Release in Durga Puja 2016". Incredible Orissa. Retrieved 11 September 2016.
  2. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  3. "ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ". ସମ୍ବାଦ. sambad.in. 22 September 2017. Archived from the original on 18 November 2021. Retrieved 18 November 2021.
  4. "ରାମୋଜୀରେ ବଢ଼ୁଛି 'ବେବି'". ସମାଜ (in ଓଡ଼ିଆ). 11 September 2016. p. ୮. Archived from the original on 11 September 2016. Retrieved 11 September 2016.{{cite news}}: CS1 maint: unrecognized language (link)
  5. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  6. "ବେବି ଓ ବେବି". ସମାଜ. 16 October 2016. Retrieved 16 October 2016.[permanent dead link]

ଅଧିକ ତଥ୍ୟ ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ବେବି