ବୁଧିପଡ଼ା
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବୁଧିପଡ଼ା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା |
ପଞ୍ଚାୟତ ସମିତି | ବାଲିଅନ୍ତା |
ଗ୍ରାମ ପଞ୍ଚାୟତ | ପୁରଣ ପ୍ରଧାନ |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨ ୧୦୦[୧] |
Area code | +୦୬୭୪ |
ଯାନବାହାନ ପଞ୍ଚୀକରଣ | OR/xx |
ବୁଧିପଡ଼ା ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଏକ ଗାଆଁ ।[୨][୩]
ଗମନାଗମନ ସମ୍ପାଦନା
ଏହା ଭୁବନେଶ୍ୱର ନିକଟରେ ଅବସ୍ଥିତ । ଏହା ଭୁବନେଶ୍ୱରଠାରୁ ୨୦କି.ମି. ଦୂରରେ ଅବସ୍ଥିତ ।
ବିଶେଷତା ସମ୍ପାଦନା
ଶିକ୍ଷା ସମ୍ପାଦନା
ବିଦ୍ୟାଳୟ ସମ୍ପାଦନା
ଏହି ଗ୍ରାମରେ କୌଣସି ବିଦ୍ୟାଳୟ ନଥିବାରୁ ଏହି ଗାଁର ପିଲାମାନେ ନିକଟ ଗାଁରେ ଥିବା ବିଦ୍ୟାଳୟକୁ ଯାଇଥାନ୍ତି ।
ଅନ୍ୟାନ୍ୟ ସମ୍ପାଦନା
ଏହି ଗ୍ରାମରେ ପୁରଣପ୍ରଧାନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଅଛି ।
ପର୍ଯ୍ୟଟନ ସମ୍ପାଦନା
ଏହି ଗାଆଁରେ ଅଳ୍ପ ଦୂରରେ ବୁଢ଼ୀଠାକୁରାଣୀ ମନ୍ଦିର, ଶିବମନ୍ଦିର (ତ୍ରିବେଣୀଶ୍ୱର), ଗାଦୀବ୍ରହ୍ମ ମନ୍ଦିର,[୪] ତାରିଣୀ ମନ୍ଦିର ଓ ତ୍ରିନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଜ ଓ ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |