ବାଲିଅନ୍ତା
ବାଲିଅନ୍ତା ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା ରାଜଧାନୀ ଭୁବନେଶ୍ୱରଠାରୁ ହାରାହାରି ୧୫ କି.ମି ଦୂରତାରେ ଅବସ୍ଥିତ । ଏହାର ଡାକଘର ପିନ କୋଡ଼ ୭୫୨୧୦୧ ।[୧] ଏହି ବ୍ଲକରେ ପାଖାପାଖି ୧,୬୧,୦୦୦ ବ୍ୟକ୍ତି ବାସ କରନ୍ତି ।[୨]
ବାଲିଅନ୍ତା | |
---|---|
ପଞ୍ଚାୟତ ସମିତି | |
ଓଡ଼ିଶାରେ ଅବସ୍ଥାନ | |
Coordinates: 20°16′48″N 85°54′14″E / 20.280°N 85.904°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା ଜିଲ୍ଲା |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨୧୦୧ |
Area code | ୦୬୭୪ |
ଗ୍ରାମ-ପଞ୍ଚାୟତ ତାଲିକା
ସମ୍ପାଦନାବାଲିଅନ୍ତାରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକର ତାଲିକା ।[୩]
କ୍ରମାଙ୍କ | ପଞ୍ଚାୟତ | ଗ୍ରାମପଞ୍ଚାୟତ | ସରପଞ୍ଚ |
---|---|---|---|
୧ | ବାଲିଅନ୍ତା | ଉମାଦେଇ ବ୍ରହ୍ମପୁର | ସୁକାନ୍ତ କୁମାର ସାହୁ |
୨ | କାକରୁଦ୍ରପୁର | ରମେଶ ଚନ୍ଦ୍ର ପାଳ | |
୩ | ଜଗନ୍ନାଥପୁର | ରଶ୍ମିତା ସାହୁ | |
୪ | ଜୟଦେବ | ପ୍ରଜ୍ଞା ପାରମିତା | |
୫ | ଝୀଇଣ୍ଟି ଶାସନ | ବିଜୟଲକ୍ଷ୍ମୀ ଜେନା | |
୬ | ପୁରାଣପ୍ରଧାନ | ଝିଲି ସ୍ୱାଇଁ | |
୭ | ପୁରୋହିତପୁର | କବିତା ମାଝୀ | |
୮ | ପ୍ରତାପରୁଦ୍ରପୁର | ବାମନ ଚରଣ ଭୋଇ | |
୯ | ପ୍ରତାପଶାସନ | ଭାଗ୍ୟଧର ନନ୍ଦୀ | |
୧୦ | ବଇଁଚୁଆ | ବିଜୟ କୁମାର ସାହୁ | |
୧୧ | ବେଣୁପୁର | ରଶ୍ମିତା ପତ୍ର | |
୧୨ | ବେଣ୍ଟପୁର | ମୁରଲୀଧର ସାହୁ | |
୧୩ | ଭିଙ୍ଗାରପୁର | ଜୟଶ୍ରୀ ନାୟକ | |
୧୪ | ସତ୍ୟଭାମାପୁର | ଉମାକାନ୍ତ ଆଚାର୍ଯ୍ୟ | |
୧୫ | ସରକଣା | ସୂର୍ଯ୍ୟ ନାରାୟଣ ଦାସ |
ଅପରାଧ ହାର
ସମ୍ପାଦନାବାଲିଅନ୍ତା ବ୍ଲକରେ ହୋଇଥିବା ଅପରାଧ ହାର:[୨]
ବର୍ଷ | ଥାନାରେ ରୁଜ୍ଜୁହୋଇଥିବା ମାମଲା |
---|---|
୨୦୦୮ | ୨୦୫ |
୨୦୦୯ | ୧୮୦ |
୨୦୧୦ | ୧୫୦ |
୨୦୧୧ | ୧୪୯ |
୨୦୧୨ | ୧୮୦ |
୨୦୧୩ | ୧୮୬ |
୨୦୧୪ | ୨୦୯ |
୨୦୧୫ | ୩୪୯ |
୨୦୧୬ | ୩୬୬ |
୨୦୧୭ | ୩୪୫ |
୨୦୧୮ | ୩୫୧ |
ଆଧାର
ସମ୍ପାଦନା- ↑ "Pin Code: BALIANTA, KHORDA, ORISSA, India, Pincode.net.in". pincode.net.in. Retrieved 2019-04-07.
- ↑ ୨.୦ ୨.୧ "...POLICE COMMISSIONERATE... BHUBANESWAR - CUTTACK". bhubaneswarcuttackpolice.gov.in. Archived from the original on 2019-04-07. Retrieved 2019-04-07.
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2018-05-17. Retrieved 2019-04-07.
{{cite web}}
: Cite has empty unknown parameter:|1=
(help)