"ବୃକ୍‌କୀୟ ଜୀବକୋଷ କର୍କଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବୃକ୍‌କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍‌କ କର୍କଟ ଯାହା ବୃକ୍‌କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ
Content deleted Content added
Created by translating the page "User:Mr. Ibrahem/Renal cell cancer"
(କିଛି ବଦଳିନାହିଁ)

୧୬:୨୦, ୧୬ ଅକ୍ଟୋବର ୨୦୨୧ ଅନୁସାରେ କରାଯାଇଥିବା ବଦଳ

 

Renal cell carcinoma, renal adenocarcinoma, hypernephroma[୧]
Micrograph of the most common type of renal cell carcer (clear cell)—on right of the image; non-tumour kidney is on the left of the image. Nephrectomy specimen. H&E stain
ବିଭାଗOncology, urology
ଲକ୍ଷଣBlood in the urine, flank pain, abdominal mass, weight loss[୨]
ଆକ୍ରାନ୍ତ ସମୟ50 to 70 year old[୩]
କାରଣUnknown[୩]
ବିପଦ କାରକObesity, smoking, high blood pressure, chronic kidney disease, dialysis, polycystic kidney disease, sickle cell disease, kidney stones[୩][୨]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging, biopsy[୩][୨]
ସଠିକ ରୋଗ ନିର୍ଣ୍ଣୟRenal oncocytoma, angiomyolipoma, metastases, lymphoma, abscess, renal infarct[୩]
ଚିକିତ୍ସାSurgery, radiation therapy, chemotherapy, immunotherapy, targeted therapy, arterial embolization[୨]
PrognosisFive-year survival 90% to 5% depending on stage[୩]

ବୃକ୍‌କୀୟ ଜୀବକୋଷ କର୍କଟ ( RCC ) ହେଉଛି ଏକ ପ୍ରକାର ବୃକ୍‌କ କର୍କଟ ଯାହା ବୃକ୍‌କରେ ଥିବା ଟ୍ୟୁବୁଲରୁ ଉତ୍ପନ୍ନ ହୁଏ | [୨] ରକ୍ତମେହ, ଉଦର ପାର୍ଶ୍ୱ ଯନ୍ତ୍ରଣା, ଉଦରରେ ପିଣ୍ଡୁଲା ଏବଂ ଓଜନ ହ୍ରାସ ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । [୨] ଏହା ଲସିକା ଗ୍ରନ୍ଥି, ଫୁସଫୁସ, ଏହା ଯକୃତ, ମସ୍ତିଷ୍କ, ଫୁସଫୁସ, ଲସିକା ଗ୍ରନ୍ଥି କିମ୍ବା ହାଡ଼କୁ ବ୍ୟାପିପାରେ। [୨] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ କ୍ୟାଲସିୟମ, ଅଧିକ ଲୋହିତ ରକ୍ତ କଣିକା, ଆମିଲଏଡୋସିସ ଓ ଯକୃତର କାର୍ଯ୍ୟହାନୀ ହୋଇପାରେ। [୪]

ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | [୩] ମେଦ ବହୁଳତା, ଧୂମପାନ, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍‌କ ରୋଗ, ଡାଏଲିସିସ, ପଲିସିଷ୍ଟିକ ବୃକ୍‌କ ରୋଗ, ସିକ୍ଲ ସେଲ୍ ରୋଗ, କେତେକ ରାସାୟନିକ ପଦାର୍ଥର ସଂସ୍ପର୍ଶଏବଂ ବୃକ୍‌କ ପଥର ରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ । [୩] [୨] ଏହା ଭନ ହିପ୍ପେଲ-ଲୋଣ୍ଡୋ ସିଣ୍ଡ୍ରୋମ ଏବଂ ବିର୍ଟ-ହଗ-ଡ୍ୟୁବ ସିଣ୍ଡ୍ରୋମ ଭଳି ଅନେକ ଜେନେଟିକ୍ ଅବସ୍ଥା ସହିତ ଜଡିତ ଥାଏ | [୩] ସାଧାରଣତଃ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୩] [୨]

ଏହି କର୍କଟ ରୋଗର ପର୍ଯ୍ୟାୟ ଉପରେ ଚିକିତ୍ସା ନିର୍ଭର କରେ | [୩] ଅସ୍ତ୍ରୋପଚାର କରି ଆଂଶିକ ବା ସମ୍ପୁର୍ଣ୍ଣ ବିଦାୟ କରିବା ହେଉଛି ଚିକିତ୍ସାର ଏକ ମୁଖ୍ୟ ଅଂଗ | [୧] [୨] ଅନ୍ୟାନ୍ୟ ଚିକିତ୍ସାରେ ବିକିରଣ ଥେରାପି, କେମୋଥେରାପି, ଇମ୍ମ୍ୟୁନୋଥେରାପି, ଟାର୍ଗେଟେଡ ଥେରାପି ବା ଧମନୀ ଏମ୍ବୋଲାଇଜେସନ କରାଯାଏ । [୨] ଏହାର ପର୍ଯ୍ୟାୟ ଉପରେ ନିର୍ଭର କରି ପାଞ୍ଚ ବର୍ଷ ବଞ୍ଚିବା ହାର ୯୦% ରୁ ୫% ମଧ୍ୟରେ ବଦଳିଥାଏ | [୩]

ସନ ୨୦୧୮ ମସିହାରେ ବିଶ୍ୱରେ ୩୬୩,୦୦୦ରୁ ଅଧିକ ଲୋକ ଏବଂ ୨୦୨୦ରେ ଯୁକ୍ତରାଷ୍ଟ୍ରରେ ୭୪,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। [୧] [୫] ପୁରୁଷଙ୍କ ଅପେକ୍ଷା ମହିଳଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । [୩] ସର୍ବାଧିକ ସାଧାରଣ ବୟସ ୫୦ରୁ ୭୦ ମଧ୍ୟରେ ଥାଏ ।[୩] ଏହା ବୃକ୍‌କ କର୍କଟର ୯୦% ହୋଇଥାଏ ଓ ୟୁରୋଥେଲିଆଲ କର୍କଟ ଏହାର ପରବର୍ତ୍ତୀ ସର୍ବାଧିକ ସାଧାରଣତ ରୋଗ ହୋଇଥାଏ । [୫] [୩] ବୃକ୍‌କ କର୍କଟର ପ୍ରଥମ ବର୍ଣ୍ଣନା ୧୬୧୩ରେ ଡାନିଏଲ ସେନ୍ନେର୍ଟ କରିଥିଲେ ଓ ୧୮୧୦ ମସିହାରେ ମିରିଲ ପ୍ରଥମ ବୃକକ୍ କୋଷ କର୍କଟ ବର୍ଣ୍ଣନା କରିଥିଲେ | [୬]  

ଆଧାର

  1. ୧.୦ ୧.୧ ୧.୨ "Renal Cell Cancer Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 15 January 2021. Retrieved 25 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Renal Cell Cancer Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 20 February 2004. Retrieved 25 January 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Garfield, K; LaGrange, CA (January 2020). "Renal Cell Cancer". PMID 29261992. {{cite journal}}: Cite journal requires |journal= (help)
  4. Palapattu, GS; Kristo, B; Rajfer, J (2002). "Paraneoplastic syndromes in urologic malignancy: the many faces of renal cell carcinoma". Reviews in urology. 4 (4): 163–70. PMID 16985675.
  5. ୫.୦ ୫.୧ Wild, Christopher (2020). "5.16". World Cancer Report: Cancer Research for Cancer Prevention (pdf). Lyon: International Agency for Research. p. 447. ISBN 978-92-832-0448-0. ଆଧାର ଭୁଲ: Invalid <ref> tag; name "WCR2020" defined multiple times with different content
  6. Antic, Tatjana; Taxy, Jerome B. (2014). Renal Neoplasms: An Integrative Approach To Cytopathologic Diagnosis (in ଇଂରାଜୀ). Springer Science & Business Media. p. 2. ISBN 978-1-4939-0431-0.