ୟୁରୋଥେଲିଆଲ କର୍କଟ
ୟୁରୋଥେଲିଆଲ କର୍କଟ, ପୂର୍ବ ନାମ ଟ୍ରାନ୍ସସିସନାଲ ସେଲ୍ କାରସିନୋମା, ଏକ ପ୍ରକାର କର୍କଟ ଯାହା ମୂତ୍ରନଳୀ ଶୈଳୀର ଯେ କୌଣସି ସ୍ଥାନରେ ହୋଇପାରେ | [୭] [୮] ଏହି ରୋଗ ବୃକ୍କ, ୟୁରେଟର, ମୂତ୍ରାଶୟ, ପ୍ରୋଷ୍ଟେତ ବା ମୂତ୍ରନଳୀରେ ହୋଇପାରେ । | [୯] [୧୦] ଏହାର ଲକ୍ଷଣ: ରକ୍ତମେହ, ପିଠି ଯନ୍ତ୍ରଣା, ଓଜନ ହ୍ରାସ ବା ପରିସ୍ରା କରିବା ସମୟରେ ଯନ୍ତ୍ରଣା ହୋଇପାରେ ।[୧]
Transitional cell carcinoma (TCC) | |
ବିଭାଗ | Oncology, urology |
---|---|
ଲକ୍ଷଣ | Blood in the urine, back pain, weight loss, pain with urination[୧] |
ବିପଦ କାରକ | Smoking, aromatic amines, arsenic, aristolochic acid, Lynch syndrome[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | Cystoscopy and biopsy[୪] |
ଚିକିତ୍ସା | Surgery, chemotherapy, laser surgery[୫] |
Prognosis | Good if found early[୬] |
ପୁନଃପୌନିକ | Common[୨] |
ବିପଦ କାରକଗୁଡ଼ିକ ମଧ୍ୟରେ ଧୂମପାନ, ସୁଗନ୍ଧିତ ଆମିନ, ଆର୍ସେନିକ୍, ଆରିଷ୍ଟୋଲୋଚିକ ଏସିଡ, ସିଷ୍ଟୋସୋମା ହେମାଟୋବିଅମ ଓ ଜେନେଟିକ ରୋଗ ଲିଞ୍ଚ ସିଣ୍ଡ୍ରୋମ ହୋଇପାରେ ।[୨] [୩] [୧୧] ଏଗୁଡ଼ିକ ଟ୍ରାଞ୍ଜିସନାଲ ଏପିଥେଲିଅମରୁ ବିକଶିତ ହୁଅନ୍ତି | [୨] ରୋଗ ନିର୍ଣ୍ଣୟ ସାଧାରଣତଃ ସିଷ୍ଟୋସ୍କୋପି ଏବଂ ବାୟୋପ୍ସି କରି ନିଶ୍ଚିତ କରାଯାଏ । [୪]
ଚିକିତ୍ସାରେ ପ୍ରାୟ ଅସ୍ତ୍ରୋପଚାର କରାଯାଏ | [୧] ଅନ୍ୟ ବିକଳ୍ପଗୁଡ଼ିକରେ କେମୋଥେରାପି ବା ଲେଜର ଅସ୍ତ୍ରୋପଚାର କରାଯାଏ | [୧] ଯଦି ସ୍ଥାନୀୟ କର୍କଟ ହୋଇଥାଏ ତେବେ ଆରୋଗ୍ୟ ସମ୍ଭବ ହୁଏ | [୬] ମୂତ୍ରନଳୀ ଶୈଳୀର ଏକାଧିକ କ୍ଷେତ୍ରରେ ରୋଗ ହୋଇପାରେ ଓ ପୁନର୍ବାର ଘଟିବାର ଆଶଙ୍କା ରହେ ।[୨] ଲସିକା ଗ୍ରନ୍ତି, ଫୁସଫୁସ, ଯକୃତ କିମ୍ବା ହାଡ଼କୁ ଏହା ବିସ୍ତାର ଲାଭ କରିପାରେ।[୧]
ସମସ୍ତ କର୍କଟ ରୋଗର ୧୨.୫% ୟୁରୋଥେଲିଆଲ କର୍କଟ ହୁଏ | [୨] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧୧] ମୂତ୍ରାଶୟର ସବୁଠାରୁ ସାଧାରଣ କର୍କଟ, [୧୨] ପ୍ରାୟ ୯୦%ରୁ ଅଧିକ ମୂତ୍ରାଶୟ କର୍କଟ ଏବଂ ପ୍ରାୟ ୭% ବୃକ୍କ କର୍କଟ ପ୍ରତିନିଧିତ୍ୱ କରେ।[୬] [୨] ଜେନିଟୋରିନାରୀ କର୍କଟ ରୋଗରୁ ମୃତ୍ୟୁର ଏହା ହେଉଛି ଦ୍ୱିତୀୟ ସାଧାରଣ କାରଣ।[୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NCI2021Pt
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Wild, Christopher (2020). "5.15". World Cancer Report: Cancer Research for Cancer Prevention (pdf). Lyon: International Agency for Research. pp. 439–445. ISBN 978-92-832-0448-0.
- ↑ ୩.୦ ୩.୧ Cancer, International Agency for Research on (2004). Pathology and Genetics of Tumours of the Urinary System and Male Genital Organs (in ଇଂରାଜୀ). IARC. p. 93. ISBN 978-92-832-2415-0.
- ↑ ୪.୦ ୪.୧ Shariat, Shahrokh F.; Xylinas, Evanguelos (2014). Upper Tract Urothelial Carcinoma (in ଇଂରାଜୀ). Springer. p. 64. ISBN 978-1-4939-1501-9.
- ↑ "Transitional Cell Cancer of the Renal Pelvis and Ureter Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 20 February 2004. Retrieved 26 January 2021.
- ↑ ୬.୦ ୬.୧ ୬.୨ "Transitional Cell Cancer of the Renal Pelvis and Ureter Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 11 May 2020. Retrieved 26 January 2021.
- ↑ Lee, Eugene K.; Dickstein, Rian J.; Kamat, Ashish M. (June 2011). "Imaging of Urothelial Cancers: What the Urologist Needs to Know". American Journal of Roentgenology. 196 (6): 1249–1254. doi:10.2214/AJR.10.6232. PMID 21606285.
- ↑ Kaseb, H; Aeddula, NR (January 2020). "Bladder Cancer". PMID 30725608.
{{cite journal}}
: Cite journal requires|journal=
(help) - ↑ Lee, Eugene K.; Dickstein, Rian J.; Kamat, Ashish M. (June 2011). "Imaging of Urothelial Cancers: What the Urologist Needs to Know". American Journal of Roentgenology. 196 (6): 1249–1254. doi:10.2214/AJR.10.6232. PMID 21606285.
- ↑ Palou, J; Baniel, J; Klotz, L; Wood, D; Cookson, M; Lerner, S; Horie, S; Schoenberg, M; Angulo, J (January 2007). "Urothelial carcinoma of the prostate". Urology. 69 (1 Suppl): 50–61. doi:10.1016/j.urology.2006.05.059. PMID 17280908.
- ↑ ୧୧.୦ ୧୧.୧ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Miy2017
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ McDougal, W. Scott; Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A.; Ramchandani, Parvati (2011). Campbell-Walsh Urology 10th Edition Review E-Book (in ଇଂରାଜୀ). Elsevier Health Sciences. p. 437. ISBN 978-1-4557-2317-1.
- ↑ McDougal, W. Scott; Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A.; Ramchandani, Parvati (2011). Campbell-Walsh Urology 10th Edition Review E-Book (in ଇଂରାଜୀ). Elsevier Health Sciences. p. 437. ISBN 978-1-4557-2317-1.