"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Santosh.mbahrm ପୃଷ୍ଠାଟିକୁ ରସମ୍ (ଚାରୁ ପାଣି)ରୁ ଚାରୁପାଣିକୁ ଘୁଞ୍ଚାଇଲେ: ପୃଷ୍ଠାଟି ପ୍ରସ୍ତୁତ
No edit summary
୧ କ ଧାଡ଼ି:
{{Infobox Prepared Food
| name = ରସମ୍ (ଚାରୁ ପାଣି)
| image =
|image_size= 250px
| caption = ରସମ୍ (ଚାରୁ ପାଣି)
| alternate_name = ରସ୍ସମ୍ (ଚାରୁ ପାଣି)ରସମ୍
| country = [[ଭାରତ]]
| region = [[ଦକ୍ଷିଣ ଓଡ଼ିଶା]]
୧୫ କ ଧାଡ଼ି:
| other =
}}
ରସ୍ସମ୍ ବା '''ଚାରୁପାଣି''' (ଦକ୍ଷିଣ ଓଡିଶାରଭାରତ ଏକ ପାରମ୍ପରିକଭାରତ ତରଳଅନ୍ୟାନ୍ୟ ବ୍ୟଞ୍ଜନସ୍ଥାନରେ ଆଟେ'''ରସମ''' ନାମରେ ଯଦିଓଜଣା) ଦକ୍ଷିଣ ଭାରତୀୟଓଡିଶାର ରାଜ୍ୟଏକ ମାନଙ୍କରେପାରମ୍ପରିକ ଏହାତରଳ ଏକବ୍ୟଞ୍ଜନ ମୁଖ୍ୟ ଖାଦ୍ୟ, ତଥାପି ଦକ୍ଷିଣ ଓଡିଶାଓଡ଼ିଶା ବିଶେଷ ଭାବେ ରାୟଗଡା, ଗଜପତି, କୋରାପୁଟ୍[[କୋରାପୁଟ ଜିଲ୍ଲା|କୋରାପୁଟ]] ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଆତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Rasam Recipe">{{cite web|title=Rassam|url=http://www.vegrecipesofindia.com/easy-rasam-recipe-rasam-recipes/|publisher=veg recipes of India|accessdate=8 December 2015}}</ref> ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ ।
 
 
 
ରସ୍ସମ୍ ବା ଚାରୁପାଣି ଦକ୍ଷିଣ ଓଡିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ ଆଟେ । ଯଦିଓ ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ, ତଥାପି ଦକ୍ଷିଣ ଓଡିଶା ବିଶେଷ ଭାବେ ରାୟଗଡା, ଗଜପତି, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଆତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Rasam Recipe">{{cite web|title=Rassam|url=http://www.vegrecipesofindia.com/easy-rasam-recipe-rasam-recipes/|publisher=veg recipes of India|accessdate=8 December 2015}}</ref>
 
==ପ୍ରାକାର==
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି