ବିରେନ୍ ମିଶ୍ର
ଅଭିନେତା
ବିରେନ୍ ମିଶ୍ର ଓଲିଉଡ଼ର ଜଣେ ଖଳନାୟକ ଅଟନ୍ତି । ପୂର୍ବରୁ ବିରେନ ବିଶ୍ୱ ରଙ୍ଗ ମହଲାରେ ଏକ ବର୍ଷ ଅଭିନୟ କରିସାରି ଯାତ୍ରାରୁ ଗୋଟିଏ ବର୍ଷ ପାଇଁ ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ବିରତି ନେଇଥିଲେ । ସେ ଇଷ୍ଟର୍ଣ୍ଣ ଅପେରାରେ ମଧ୍ୟ କାମ କରିଛନ୍ତି ।[୧] ବିରେନ ପ୍ରଥମେ ମଞ୍ଚ ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ । ପରେ ଡ଼ବିଙ୍ଗ ଆଟିଷ୍ଟ ଭାବେ କାମ ଆରମ୍ଭ କରିଥିଲେ। ଦୂରଦର୍ଶନର ଧାରାବାହିକ "କହୁଥିଲେ ସରିବନି"ରେ ତାଙ୍କ ପର କାଷ୍ଠା ଦେଖିବାକୁ ମିଳି ଥିଲା । ଅନ୍ୟ ଏକ ସିରିଏଲ "ମା"ରେ ପ୍ରିୟତମ ସନ୍ଦିବିଗ୍ରହରେ ବିରେନଙ୍କୁ ଦେଖିବାକୁ ମିଳିଥିଲା। ଏହା ସହିତ ଇ ଟିଭି ପ୍ରସାରିତ ମେଗା ଧାରା ବାହିକ "ଭାଗ୍ୟ ବିଧାତା ,"ସମୟ ଚକରେ ସଂସାର ରଥ ",ତରଙ୍ଗ ଚ୍ୟାନେଲରେ ପ୍ରସାରିତ "ସ୍ୱାଭିମାନ"ରେ ବିରେନଙ୍କ ଖଳନାୟକ ଭୂମିକାକୁ ଦର୍ଶକ ବେସ ପସନ୍ଦ କରିଛନ୍ତି । ସେ ଫକୁ ଭାଇ ନାମରେ ପରିଚିତ ।
ବିରେନ୍ ମିଶ୍ର | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତା |
ଅଭିନୀତ କଥାଚିତ୍ର
ସମ୍ପାଦନାଓଡ଼ିଆ କଥାଚିତ୍ର
ସମ୍ପାଦନା- ଭାଗ୍ୟଚକ୍ର
- ତୋ ପାଇଁ ନେବି ମୁଁ ଶହେ ଜନମ
- ଲେଖିଚି ନାଁ ତୋର
- କେଉଁ ଦୁନିଆରୁ ଆସିଲ ବନ୍ଧୁ
- ଛାତିରେ ଲେଖିଛି ତୋରି ନାଁ
- ଶଶୁରଘର ଜିନ୍ଦାବାଦ
- ମାତୃଶକ୍ତି
- ପିଲାଟା ବିଗିଡ଼ିଗଲା - ହାସ୍ୟ ଖଳନାୟକ ଚରିତ୍ର ।
ହିନ୍ଦୀ କଥାଚିତ୍ର
ସମ୍ପାଦନା- ଆଦିଭୂମି
ଅଭିନୀତ ଧାରାବାହିକ
ସମ୍ପାଦନା- ମା (ଡିଡି ଓଡ଼ିଆ)
- ରାଜକନ୍ୟା (ଇ ଟିଭି ଓଡ଼ିଆ)
ଆଧାର
ସମ୍ପାଦନା- ↑ "ଦାମୀ ଦାମୀ ପାର୍ଟି ସହ ଚାଲିଛି କଡ୍ଡା ଟକ୍କର | Kanak News". Kanak News. kanaknews.com. 30 January 2018. Archived from the original on 23 September 2020. Retrieved 23 September 2020.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିରେନ୍ ମିଶ୍ର