ଲେଖିଚି ନାଁ ତୋର

୨୦୧୫ର ଓଡ଼ିଆ କଥାଚିତ୍ର

ଲେଖିଚି ନାଁ ତୋର, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ରବିନ୍ଦ୍ର ପଣ୍ଡା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଏକ୍ସେଲ ମୁଭିଜ୍ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲେ । ଏହି ବ୍ୟାନରର ଏହା ଥିଲା ୫ମ ଚଳଚ୍ଚିତ୍ର ।[୨] ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ ବିଜୟଲକ୍ଷ୍ମୀ ପଣ୍ଡା ।[୩] ଦିଲ୍ଲୀପ ପଣ୍ଡା ଏହି ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]

ଲେଖିଚି ନାଁ ତୋର
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକରବିନ୍ଦ୍ର ପଣ୍ଡା
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଦିଲ୍ଲୀପ ପଣ୍ଡା
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରସମ୍ବିତ ଆଚାର୍ଯ୍ୟ
ପିଙ୍କି ପ୍ରିୟଦର୍ଶିନୀ
ହରିହର ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୮ ମଇ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ସମ୍ବିତ ଆଚାର୍ଯ୍ୟ[୫] ଏବଂ ନାୟିକା ପିଙ୍କି ପ୍ରିୟଦର୍ଶିନୀ[୬] କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ବୈଦ୍ୟନାଥ ଦାଶ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଛପନ ଇଞ୍ଚ୍ ଛାତି" 
2."ହାଏରେ ହାଏ" 
3."ଲେଖିଲୁ ଯଦି ନାଁଟି ତୋର" 
4."ଲେଖିଚି ନାଁ ତୋର" 
5."ଦିଲ୍ ମୋର ଡାର୍ଟି ଡାର୍ଟି" 
6."ଯବାନୀ ମୋର" 
7."ଅଗିରେ ପକେଇଲୁ ଘିଅ" 

ଆଧାର ସମ୍ପାଦନା

  1. ମିଶ୍ର, ରୋଜାଲିନ (29 December 2015). "ଓଲିଉଡ୍ @୨୦୧୫". Odisha Reporter. Retrieved 20 August 2017.
  2. "Lekhichi Naa Tora (ଲେଖିଛି ନାଁ ତୋର) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 20 August 2017.
  3. Mohapatra, Mrudu M. (1 April 2015). "Lekhichi na Tora Odia Film". Odia Live. Retrieved 20 August 2017.
  4. "ପୁଣି ପରଦାରେ ଦେଖା ଦେବେ ଏହି ଓଲିଉଡ ଯୋଡି | Sambad". Sambad (in Odia). ଓଡ଼ିଶା. 27 March 2018. Archived from the original on 31 August 2018. Retrieved 2 September 2018.{{cite news}}: CS1 maint: unrecognized language (link)
  5. "'ଛାତି ତଳେ ଡିଂ ଡଙ୍ଗ୍‌'ରେ ସମ୍ବିତ୍‌". ସମ୍ବାଦ. 22 September 2016. Archived from the original on 23 August 2017. Retrieved 20 August 2017.
  6. Mohapatra, Mrudu M. (2 April 2015). "Lekhichi naa Tora Odia film cast and crew". Odia Live. Retrieved 20 August 2017.

ବାହାର ଆଧାର ସମ୍ପାଦନା