ବିଛାଗ୍ୟାଙ୍ଗ୍

୨୦୨୨ ଓଡ଼ିଆ କଥାଚିତ୍ର

ବିଛାଗ୍ୟାଙ୍ଗ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସହିତ ଏହାର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବିଛାଗ୍ୟାଙ୍ଗ୍
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀସଞ୍ଜୟ ନାୟକ
କଳାକାରଦୀପକ ବାରିକ
ଅର୍ଲିନ ଅଙ୍କିତା
ପିଣ୍ଟୁ ନନ୍ଦ
ପୁଷ୍ପା ପଣ୍ଡା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକରଞ୍ଜନ ଖଟେଇ
ବିତରକ୨୦ ନଭେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଅର୍ଲିନ ଅଙ୍କିତା ।[୨] ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ପ୍ରଦୀପ ଦେବତା, କ୍ରିଷ୍ଣା କର, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ସୋନମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୨୦ ତାରିଖରେ ଉଭୟ ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶସଞ୍ଜୟ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ ଓ ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଆଜି ଓଡ଼ିଆ ସିନେମା 'ବିଛା ଗ୍ୟାଙ୍ଗ' ରିଲିଜ୍". ପ୍ରମେୟ. ଭୁବନେଶ୍ୱର. 20 November 2022. Archived from the original on 31 December 2022. Retrieved 31 December 2022.
  2. "'ବିଛା ଗ୍ୟାଙ୍ଗ'ରେ ଅର୍ଲିନ ଅଙ୍କିତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
  3. "ଜଗଜିତଙ୍କ ସହ ଅର୍ଲିନ ଅଙ୍କିତା". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.

ବାହାର ଆଧାର ସମ୍ପାଦନା