ବିଛାଗ୍ୟାଙ୍ଗ୍
ବିଛାଗ୍ୟାଙ୍ଗ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିବା ସହିତ ଏହାର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ବିଛାଗ୍ୟାଙ୍ଗ୍ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଦୀପକ ବାରିକ ଅର୍ଲିନ ଅଙ୍କିତା ପିଣ୍ଟୁ ନନ୍ଦ ପୁଷ୍ପା ପଣ୍ଡା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ |
ସମ୍ପାଦକ | ରଞ୍ଜନ ଖଟେଇ |
ବିତରକ | ୨୦ ନଭେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଅର୍ଲିନ ଅଙ୍କିତା ।[୨] ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ପ୍ରଦୀପ ଦେବତା, କ୍ରିଷ୍ଣା କର, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ସୋନମ ସ୍ୱାଇଁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଏହି କଥାଚିତ୍ରଟି ୨୦୨୨ ମସିହାର ନଭେମ୍ବର ୨୦ ତାରିଖରେ ଉଭୟ ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନା- ଦୀପକ ବାରିକ
- ଅର୍ଲିନ ଅଙ୍କିତା[୩]
- ପିଣ୍ଟୁ ନନ୍ଦ
- ପୁଷ୍ପା ପଣ୍ଡା
- ପ୍ରଦୀପ ଦେବତା
- କ୍ରିଷ୍ଣା କର
- କାଳୀ
- ଦେବ
- ଚୌଧୁରୀ ଜୟପ୍ରକାଶ ଦାସ
- ବିଜୁ ବଡ଼ଜେନା
- ସୋନମ ସ୍ୱାଇଁ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ ଓ ନେହା ନିହାରିକା କର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଆଜି ଓଡ଼ିଆ ସିନେମା 'ବିଛା ଗ୍ୟାଙ୍ଗ' ରିଲିଜ୍". ପ୍ରମେୟ. ଭୁବନେଶ୍ୱର. 20 November 2022. Archived from the original on 31 December 2022. Retrieved 31 December 2022.
- ↑ "'ବିଛା ଗ୍ୟାଙ୍ଗ'ରେ ଅର୍ଲିନ ଅଙ୍କିତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "ଜଗଜିତଙ୍କ ସହ ଅର୍ଲିନ ଅଙ୍କିତା". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବିଛାଗ୍ୟାଙ୍ଗ୍