ବାଲିପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ବାଲିପାଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଥିଲା ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ଥିଲା: ବାଲିଅନ୍ତା ବ୍ଳକ ଓ ବାଲିପାଟଣା ବ୍ଳକ ।

ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଜିଲ୍ଲା: ଖୋର୍ଦ୍ଧା
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଖୋର୍ଦ୍ଧା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଏହି ନିର୍ବାଚନ ମଣ୍ଡଳୀ ୧୯୬୧ ମସିହରେ ଗଠିତ ହୋଇଥିଲା ଏବଂ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଶେଷଥର ପାଇଁ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୨] ଏହାପରେ ଏହି ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ଜୟଦେବ ବିଧାନ ସଭା ନିର୍ବାଚନ ମଣ୍ଡଳୀ ରଖାଯାଇଥିଲା ।

ନିର୍ବାଚିତ ବିଧାୟକଗଣ ସମ୍ପାଦନା

ଆଧାର ସମ୍ପାଦନା

  1. "Balipatna Assembly Constituency Election Result - Legislative Assembly Constituency". resultuniversity.com. Retrieved 14 June 2020.
  2. "Odisha Legislative Assembly". odishaassembly.nic.in. Retrieved 14 June 2020.