ବାଟ ଅବାଟ

୧୯୮୦ର ଓଡ଼ିଆ କଥାଚିତ୍ର

ବାଟ ଅବାଟ, ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବୃନ୍ଦାବନ ଜେନା । ସଙ୍ଗୀତକାର ଭୁବନେଶ୍ୱର ମିଶ୍ର ଓ ହରିପ୍ରସାଦ ଚୌରାଶିଆ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ବାଟ ଅବାଟ
ନିର୍ଦ୍ଦେଶକବୃନ୍ଦାବନ ଜେନା
କଳାକାରଅଜିତ ଦାସ
ମହାଶ୍ୱେତା ରାୟ
ବିଜୟା ଜେନା
ନାରାୟଣ ପତି
ସଙ୍ଗୀତଭୁବନେଶ୍ୱର ମିଶ୍ର
ହରିପ୍ରସାଦ ଚୌରାଶିଆ
ମୁକ୍ତିଲାଭ ତାରିଖ
୧୯୮୦
ଦେଶ ଭାରତ
ଭାଷାଓଡ଼ିଆ

ଅଜିତ ଦାସ, ମହାଶ୍ୱେତା ରାୟ, ବିଜୟା ଜେନା, ନାରାୟଣ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ରହରିପ୍ରସାଦ ଚୌରାଶିଆ । ଗୀତିକାର ବୃନ୍ଦାବନ ଜେନା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଆରତି ମୁଖାର୍ଜୀ, ମିନାକ୍ଷୀ ନନ୍ଦ, ପ୍ରଣବ ପଟ୍ଟନାୟକ, ଅନୁରାଧା ପଢ଼ୁଆଲ, କେ. ଜେ. ୟେସୁଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)
  2. "ଆପଣଙ୍କ ମତାମତ" (PDF). ନିତିଦିନ. 4 June 2017. Retrieved 1 October 2018.
  3. "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 1 October 2018. Retrieved 1 October 2018.CS1 maint: unrecognized language (link)

ବାହାର ଆଧାରସମ୍ପାଦନ କରନ୍ତୁ