ବର୍ଷା ନାୟକ
ବର୍ଷା ନାୟକ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଓଡ଼ିଆ କଥାଚିତ୍ର ଜଗତରେ କାମ କରନ୍ତି । ୨୦୧୫ ମସିହାରେ ସେ ତୁଳସୀ ଅପା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ର ପାଇଁ ତାଙ୍କୁ ଓଡ଼ିଶା ସରକାରଙ୍କଦ୍ୱାରା ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]
ବର୍ଷା ନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମ୍ବିଏ |
ଶିକ୍ଷାନୁଷ୍ଠାନ | ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୫ – ଏବେଯାଏଁ |
ଉଲ୍ଲେଖନୀୟ କୃତି | ତୁଳସୀ ଅପା |
ବୈବାହିକ-ସାଥୀ | ଅନୁପମ ପଟ୍ଟନାୟକ |
ପୁରସ୍କାର | ୨୭ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାବର୍ଷା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପଠାରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ କରିବା ପୂର୍ବରୁ ସେ କରି ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ବିବାନ କରିଛନ୍ତି ।
ଅଭିନୟ ଜୀବନ
ସମ୍ପାଦନାଆଇଟି କମ୍ପାନୀରେ କାମ କରୁଥିବାବେଳେ ଅମିୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କଥାଚିତ୍ର ତୁଳସୀ ଅପା ପାଇଁ ସେ ଅଡ଼ିସନ୍ ଦେଇଥିଲେ[୩] ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ୨୦୧୫ରୁ ମୁକ୍ତିଲାଭ କରିଥିଲେ ମଧ୍ୟ[୫][୬] ୧୯ ମଇ ୨୦୧୭ରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୭] ଏହି କଥାଚିତ୍ରଟି ପ୍ରଥମ ଓଡ଼ିଆ କଥାଚିତ୍ରଟି ଭାବରେ ଆମାଜନ ପ୍ରାଇମ୍ରେ ମୁକ୍ତିଲାଭ କରିଥିଲା ।[୮]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଆଧାର |
---|---|---|---|
୨୦୧୫ | ତୁଳସୀ ଅପା | ତୁଳସୀ ମୁଣ୍ଡା | [୯] |
୨୦୨୨ | ପ୍ରତୀକ୍ଷା | କଲ୍ୟାଣୀ | [୧୦] |
ପୁରସ୍କାର
ସମ୍ପାଦନାବର୍ଷ | ପୁରସ୍କାର | କଥାଚିତ୍ର | ବର୍ଗ | ଫଳାଫଳ | ଆଧର |
---|---|---|---|---|---|
୨୦୧୫ | ୨୭ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର | ତୁଳସୀ ଅପା | ଶ୍ରେଷ୍ଠ ଅଭିନେତ୍ରୀ | ବିଜୟିନୀ | [୧୧] [୧୨] |
୨୦୧୬ | ପ୍ରଥମ ହରିୟାଣା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ | [୧୩] |
ଆଧାର
ସମ୍ପାଦନା- ↑ "Debutante proves mettle in Tulasi Apa - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2016-12-16. Retrieved 2020-01-16.
- ↑ "Tulasi Apa sweeps film awards". www.telegraphindia.com (in ଇଂରାଜୀ). Retrieved 2020-01-16.
- ↑ "Tulasi Apa debut film of Barsha Nayak". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2016-12-16. Retrieved 2020-01-16.
- ↑ "Odia Feature Film 'Tulasi Apa' Marks Debut On Amazon Prime World Wide". ODISHA BYTES (in ଆମେରିକୀୟ ଇଂରାଜୀ). 2019-11-09. Retrieved 2020-01-16.
- ↑ Bureau, ReportOdisha (2016-10-15). "Biopic 'Tulasi Apa' to be screened at Tehran Jasmine International Film Festival". ReportOdisha.com (in ଆମେରିକୀୟ ଇଂରାଜୀ). Archived from the original on 2020-01-15. Retrieved 2020-01-15.
- ↑ "'Tulasi Apa' Gets Applaud at Fest". The New Indian Express. Retrieved 2020-01-16.
- ↑ "Wait for Tulasi Munda biopic in city". www.telegraphindia.com (in ଇଂରାଜୀ). Retrieved 2020-01-16.
- ↑ "Biopic on Odisha activist Tulasi Munda bags top honours at IFFS | Sambad English" (in ଆମେରିକୀୟ ଇଂରାଜୀ). 2016-10-04. Retrieved 2020-01-16.
- ↑ "Movie 'Tulasi Apa' on Amazon Prime". The Pioneer (in ଇଂରାଜୀ). Retrieved 2020-01-15.
- ↑ "ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - The Sakala" (in ଆମେରିକୀୟ ଇଂରାଜୀ). 24 August 2023. Archived from the original on 25 August 2023. Retrieved 25 August 2023.
- ↑ "Wait for Tulasi Munda biopic in city". www.telegraphindia.com (in ଇଂରାଜୀ). Retrieved 2020-01-16.
- ↑ Palit, Ashok. "First odia Biopic film "Tulasi Apa" on 19th May 2017". Odisha News Times (in ଆମେରିକୀୟ ଇଂରାଜୀ). Retrieved 2020-01-16.
- ↑ "Check Out Odia film 'Tulasi Apa' on Amazon Prime!". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2019-11-09. Retrieved 2020-01-16.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବର୍ଷା ନାୟକ