ପଦ୍ମଶ୍ରୀ

ଭାରତର ବେସାମରିକ ସମ୍ମାନ

ପଦ୍ମଶ୍ରୀ, ଭାରତ ସରକାରଙ୍କଦ୍ୱାରା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯାଉଥିବା ଏକ ବେସାମରିକ ସମ୍ମାନ । ଭାରତ ରତ୍ନ, ପଦ୍ମ ବିଭୂଷଣ ଏବଂ ପଦ୍ମ ଭୂଷଣ ପରେ ପଦ୍ମଶ୍ରୀ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନ । ଏହା ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଦାନ କରାହୋଇଥାଏ।[୧]

ପଦ୍ମଶ୍ରୀ
[[File:Padma Shri India IIIe Klasse.jpg|150px|alt=]]
ପ୍ରଥମ ପୁରସ୍କାର୧୯୫୪
ଶେଷ ପୁରସ୍କାର୨୦୨୩
ମୁଖ୍ୟ ୱେବସାଇଟwww.padmaawards.gov.in
ପ୍ରକାରନାଗରିକ
ଶ୍ରେଷ୍ଠତା
ପରବର୍ତ୍ତୀ (ଉଚ୍ଚତର)Padma Bhushan riband ପଦ୍ମ ଭୂଷଣ

ଇତିହାସସମ୍ପାଦନ କରନ୍ତୁ

୧୯୫୪ ମସିହାରେ ପଦ୍ମ ସମ୍ମାନର ସ୍ଥାପନ ହୋଇଥଲା। କଳା, ଶିକ୍ଷା, ବିଜ୍ଞାନ, ଖେଳ, ସାମାଜିକ କାର୍ଯ୍ୟ, ଜନ ସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥାଏ। ଏହା କେବଳ ଭାରତୀୟ ନାଗରୀକମାନଙ୍କ ପାଇଁ ସୀମିତ ନୁହେଁ, ଅନେକ ବିଦେଶୀ ବ୍ୟକ୍ତିମାନେ ମଧ୍ୟ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

୨୦୧୭ ମସିହା ସୁଦ୍ଧା ସମୁଦାୟ ୨୮୪୦ଟି ପଦ୍ମଶ୍ରୀ ପ୍ରଦାନ କରାଯାଇସାରିଛି।[୨]

ଆଧାରସମ୍ପାଦନ କରନ୍ତୁ

  1. "Padma award's schema" (PDF). Ministry of Home Affairs. Retrieved 2014-08-13.
  2. "Padma Awards 2014 announced" (Press release). Ministry of Home Affairs. 25 January 2014. Retrieved 25 January 2014.