ବର୍ଷା ନାୟକ

ଓଡ଼ିଆ ଅଭିନେତ୍ରୀ

ବର୍ଷା ନାୟକ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ଓଡ଼ିଆ କଥାଚିତ୍ର ଜଗତରେ କାମ କରନ୍ତି । ୨୦୧୫ ମସିହାରେ ସେ ତୁଳସୀ ଅପା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହି କଥାଚିତ୍ର ପାଇଁ ତାଙ୍କୁ ଓଡ଼ିଶା ସରକାରଙ୍କଦ୍ୱାରା ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨]

ବର୍ଷା ନାୟକ
ଜନ୍ମ
ଜାତୀୟତାଭାରତୀୟ
ଶିକ୍ଷାଏମ୍‌ବିଏ
ଶିକ୍ଷାନୁଷ୍ଠାନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୫ – ଏବେଯାଏଁ
ଉଲ୍ଲେଖନୀୟ କୃତିତୁଳସୀ ଅପା
ବୈବାହିକ-ସାଥୀଅନୁପମ ପଟ୍ଟନାୟକ
ପୁରସ୍କାର୨୭ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବ୍ୟକ୍ତିଗତ ଜୀବନ ସମ୍ପାଦନା

ବର୍ଷା ଜଗତସିଂହପୁର ଜିଲ୍ଲାପାରାଦ୍ୱୀପଠାରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ କରିବା ପୂର୍ବରୁ ସେ କରି ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ସେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ବିବାନ କରିଛନ୍ତି ।

ଅଭିନୟ ଜୀବନ ସମ୍ପାଦନା

ଆଇଟି କମ୍ପାନୀରେ କାମ କରୁଥିବାବେଳେ ଅମିୟ ରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କଥାଚିତ୍ର ତୁଳସୀ ଅପା ପାଇଁ ସେ ଅଡ଼ିସନ୍ ଦେଇଥିଲେ[୩] ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ୨୦୧୫ରୁ ମୁକ୍ତିଲାଭ କରିଥିଲେ ମଧ୍ୟ[୫][୬] ୧୯ ମଇ ୨୦୧୭ରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୭] ଏହି କଥାଚିତ୍ରଟି ପ୍ରଥମ ଓଡ଼ିଆ କଥାଚିତ୍ରଟି ଭାବରେ ଆମାଜନ ପ୍ରାଇମ୍‌ରେ ମୁକ୍ତିଲାଭ କରିଥିଲା ।[୮]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୫ ତୁଳସୀ ଅପା ତୁଳସୀ ମୁଣ୍ଡା [୯]
୨୦୨୨ ପ୍ରତୀକ୍ଷା କଲ୍ୟାଣୀ [୧୦]

ପୁରସ୍କାର ସମ୍ପାଦନା

ବର୍ଷ ପୁରସ୍କାର କଥାଚିତ୍ର ବର୍ଗ ଫଳାଫଳ ଆଧର
୨୦୧୫ ୨୭ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତୁଳସୀ ଅପା ଶ୍ରେଷ୍ଠ ଅଭିନେତ୍ରୀ ବିଜୟିନୀ [୧୧] [୧୨]
୨୦୧୬ ପ୍ରଥମ ହରିୟାଣା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ [୧୩]

ଆଧାର ସମ୍ପାଦନା

  1. "Debutante proves mettle in Tulasi Apa - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2016-12-16. Retrieved 2020-01-16.
  2. "Tulasi Apa sweeps film awards". www.telegraphindia.com (in ଇଂରାଜୀ). Retrieved 2020-01-16.
  3. "Tulasi Apa debut film of Barsha Nayak". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2016-12-16. Retrieved 2020-01-16.
  4. "Odia Feature Film 'Tulasi Apa' Marks Debut On Amazon Prime World Wide". ODISHA BYTES (in ଆମେରିକୀୟ ଇଂରାଜୀ). 2019-11-09. Retrieved 2020-01-16.
  5. Bureau, ReportOdisha (2016-10-15). "Biopic 'Tulasi Apa' to be screened at Tehran Jasmine International Film Festival". ReportOdisha.com (in ଆମେରିକୀୟ ଇଂରାଜୀ). Archived from the original on 2020-01-15. Retrieved 2020-01-15.
  6. "'Tulasi Apa' Gets Applaud at Fest". The New Indian Express. Retrieved 2020-01-16.
  7. "Wait for Tulasi Munda biopic in city". www.telegraphindia.com (in ଇଂରାଜୀ). Retrieved 2020-01-16.
  8. "Biopic on Odisha activist Tulasi Munda bags top honours at IFFS | Sambad English" (in ଆମେରିକୀୟ ଇଂରାଜୀ). 2016-10-04. Retrieved 2020-01-16.
  9. "Movie 'Tulasi Apa' on Amazon Prime". The Pioneer (in ଇଂରାଜୀ). Retrieved 2020-01-15.
  10. "ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - The Sakala" (in ଆମେରିକୀୟ ଇଂରାଜୀ). 24 August 2023. Archived from the original on 25 August 2023. Retrieved 25 August 2023.
  11. "Wait for Tulasi Munda biopic in city". www.telegraphindia.com (in ଇଂରାଜୀ). Retrieved 2020-01-16.
  12. Palit, Ashok. "First odia Biopic film "Tulasi Apa" on 19th May 2017". Odisha News Times (in ଆମେରିକୀୟ ଇଂରାଜୀ). Retrieved 2020-01-16.
  13. "Check Out Odia film 'Tulasi Apa' on Amazon Prime!". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2019-11-09. Retrieved 2020-01-16.

ବାହାର ଆଧାର ସମ୍ପାଦନା