[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବନ୍ଧଡିହ
ଗ୍ରାମ ପଞ୍ଚାୟତ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଯାଜପୁର
ବିଧାନ ସଭାବରୀ
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
ପିନ୍‌
୭୫୫୦୦୫
ଦୁରଭାଷ କୋଡ୯୧୬୭୨୫
Websitehttps://bandhadiha.wordpress.com/

ବନ୍ଧଡିହ, ଧର୍ମଶାଳା ତହସିଲ ଅନ୍ତର୍ଗତ ଓଡ଼ିଶାର ଯାଜପୁର ଜିଲ୍ଲାର ଏକ ଛୋଟ ଗାଁ ତଥା ଏକ ପ୍ରମୁଖ ଗ୍ରାମ ପଞ୍ଚାୟତ ଅଟେ ।

ବନ୍ଧଡିହ ପଞ୍ଚାୟତ ଅନ୍ତର୍ଗତ ଗ୍ରାମସମୂହ ସମ୍ପାଦନା

ନଂ ପଞ୍ଚାୟତ ଗ୍ରାମ
ବନ୍ଧଡିହ ଜୟସିଂହଡା
ବନ୍ଧଡିହ ସାହାପଡା
ବନ୍ଧଡିହ ଭଗବତୀପୁର
ବନ୍ଧଡିହ ମଠସାହି

ଗମନାଗମନ ସମ୍ପାଦନା

ଜାରକା ବଜାରକୁ ଲାଗିଥିବା ଜାତୀୟ ରାଜପଥ-୫ଠାରୁ ମାତ୍ର ୧୪ କି.ମି ଦୂରତାରେ ବନ୍ଧଡିହ ଅବସ୍ଥିତ ।

ବିଶେଷତା ସମ୍ପାଦନା

ଶିକ୍ଷା ସମ୍ପାଦନା

ବନ୍ଧଡିହ ଗ୍ରାମରେ ଓଡ଼ିଶା ତୁଳନାରେ ଉଚ୍ଚ ସାକ୍ଷରତା ଅନୁପାତ ରହିଛି । ୨୦୧୧ ମସିହାରେ ବନ୍ଧଡିହ ଗ୍ରାମର ସାକ୍ଷରତା ଅନୁପାତ ଓଡ଼ିଶାର ୭୨.୮୭% ତୁଳନାରେ ୮୦.୭୧% ଥିଲା । ମହିଳା ସାକ୍ଷରତା ଅନୁପାତ ୭୪.୦୫% ଥିଲାବେଳେ ପୁରୁଷ ସାକ୍ଷରତା ୮୬.୯୪% ଥିଲା ।

ବନ୍ଧଡିହ ଗ୍ରାମରେ ଅନେକ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି ।

ନଂ ବିଦ୍ୟାଳୟ ଗ୍ରାମ
ବନ୍ଧଡିହ ଉଚ୍ଚ ବିଦ୍ୟାଳୟ ବନ୍ଧଡିହ
ବନ୍ଧଡିହ ପ୍ରାଥମିକ ବିଦ୍ୟାଳୟ ବନ୍ଧଡିହ
ସାହାପଡା ପ୍ରାଥମିକ ବିଦ୍ୟାଳୟ ସାହାପଡା
ଭଗବତୀପୁର ପ୍ରାଥମିକ ବିଦ୍ୟାଳୟ ବନ୍ଧଡିହ
ଜୟସିଂହଡା ପ୍ରାଥମିକ ବିଦ୍ୟାଳୟ ଜୟସିଂହଡା

ପର୍ଯ୍ୟଟନ ସମ୍ପାଦନା

ଏହି ଗାଆଁରେ ଅନେକ ଦେବା ଦେବୀକଂ ମନ୍ଦିର ରହିଛି ଯଥା ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ହନୁମାନ ବାଟିକାରେ ୫ଦିନ ବ୍ୟାପି ପୂଜା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା