ବନ୍ଧଡିହ
ବନ୍ଧଡିହ, ଧର୍ମଶାଳା ତହସିଲ ଅନ୍ତର୍ଗତ ଓଡ଼ିଶାର ଯାଜପୁର ଜିଲ୍ଲାର ଏକ ଛୋଟ ଗାଁ ତଥା ଏକ ପ୍ରମୁଖ ଗ୍ରାମ ପଞ୍ଚାୟତ ଅଟେ ।
ବନ୍ଧଡିହ | |
---|---|
ଗ୍ରାମ ପଞ୍ଚାୟତ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଯାଜପୁର |
ବିଧାନ ସଭା | ବରୀ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫.୩୦ (ଆଇ.ଏସ୍.ଟି) |
ପିନ୍ | ୭୫୫୦୦୫ |
ଦୁରଭାଷ କୋଡ | ୯୧୬୭୨୫ |
Website | https://bandhadiha.wordpress.com/ |
ବନ୍ଧଡିହ ପଞ୍ଚାୟତ ଅନ୍ତର୍ଗତ ଗ୍ରାମସମୂହ
ସମ୍ପାଦନାନଂ | ପଞ୍ଚାୟତ | ଗ୍ରାମ |
---|---|---|
୧ | ବନ୍ଧଡିହ | ଜୟସିଂହଡା |
୨ | ବନ୍ଧଡିହ | ସାହାପଡା |
୩ | ବନ୍ଧଡିହ | ଭଗବତୀପୁର |
୪ | ବନ୍ଧଡିହ | ମଠସାହି |
ଗମନାଗମନ
ସମ୍ପାଦନାଜାରକା ବଜାରକୁ ଲାଗିଥିବା ଜାତୀୟ ରାଜପଥ-୫ଠାରୁ ମାତ୍ର ୧୪ କି.ମି ଦୂରତାରେ ବନ୍ଧଡିହ ଅବସ୍ଥିତ ।
ବିଶେଷତା
ସମ୍ପାଦନାଶିକ୍ଷା
ସମ୍ପାଦନାବନ୍ଧଡିହ ଗ୍ରାମରେ ଓଡ଼ିଶା ତୁଳନାରେ ଉଚ୍ଚ ସାକ୍ଷରତା ଅନୁପାତ ରହିଛି । ୨୦୧୧ ମସିହାରେ ବନ୍ଧଡିହ ଗ୍ରାମର ସାକ୍ଷରତା ଅନୁପାତ ଓଡ଼ିଶାର ୭୨.୮୭% ତୁଳନାରେ ୮୦.୭୧% ଥିଲା । ମହିଳା ସାକ୍ଷରତା ଅନୁପାତ ୭୪.୦୫% ଥିଲାବେଳେ ପୁରୁଷ ସାକ୍ଷରତା ୮୬.୯୪% ଥିଲା ।
ବନ୍ଧଡିହ ଗ୍ରାମରେ ଅନେକ ପ୍ରାଥମିକ ବିଦ୍ୟାଳୟ ରହିଥିବା ବେଳେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି ।
ନଂ | ବିଦ୍ୟାଳୟ | ଗ୍ରାମ |
---|---|---|
୧ | ବନ୍ଧଡିହ ଉଚ୍ଚ ବିଦ୍ୟାଳୟ | ବନ୍ଧଡିହ |
୨ | ବନ୍ଧଡିହ ପ୍ରାଥମିକ ବିଦ୍ୟାଳୟ | ବନ୍ଧଡିହ |
୩ | ସାହାପଡା ପ୍ରାଥମିକ ବିଦ୍ୟାଳୟ | ସାହାପଡା |
୪ | ଭଗବତୀପୁର ପ୍ରାଥମିକ ବିଦ୍ୟାଳୟ | ବନ୍ଧଡିହ |
୫ | ଜୟସିଂହଡା ପ୍ରାଥମିକ ବିଦ୍ୟାଳୟ | ଜୟସିଂହଡା |
ପର୍ଯ୍ୟଟନ
ସମ୍ପାଦନାଏହି ଗାଆଁରେ ଅନେକ ଦେବା ଦେବୀକଂ ମନ୍ଦିର ରହିଛି ଯଥା ଶିବ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର ସହ ହନୁମାନ ବାଟିକା ଅଛି । ଏଠାରେ ପ୍ରତିବର୍ଷ ହନୁମାନ ବାଟିକାରେ ୫ଦିନ ବ୍ୟାପି ପୂଜା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |