ପ୍ରିୟେ ତୁ ମୋ ସିଏ
ପ୍ରିୟେ ତୁ ମୋ ସିଏ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ ।[୧][୨] ଶରଣାରବିନ୍ଦ ଓଝା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[୩][୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୫]
ପ୍ରିୟେ ତୁ ମୋ ସିଏ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ଝିଲିକ୍ ଭଟ୍ଟାଚାର୍ଯ୍ୟ |
ସଂଳାପ | ଶରଣାରବିନ୍ଦ ଓଝା |
ଚିତ୍ରନାଟ୍ୟ | ସୁଧାଂଶୁ ମୋହନ ସାହୁ |
କାହାଣୀ | ଶରଣାରବିନ୍ଦ ଓଝା |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଇଶ୍ୱର ବାରିକ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୯ ଜୁନ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଏଲିନା ସାମନ୍ତରାୟ ।[୬] ବବି ମିଶ୍ର, ଅଭିଶେକ ଗିରି, ବିଭୂତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୨୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନା- ଚୌଧୁରୀ ଜୟପ୍ରକାଶ ଦାସ
- ଅସୀତ ପତି
- ଭୂପତି ତ୍ରିପାଠୀ
- ସୁଧାଂଶୁ ମୋହନ ସାହୁ
- ସୋମା ଭୌମିକ
- ଈଶା ବେବର୍ତ୍ତା
- ଛନ୍ଦିତା ପାଢ଼ୀ
- ଦିବ୍ୟା ମହାନ୍ତି[୭] - ଆଇଟମ୍ ନୃତ୍ୟ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୮] ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ସୁଭାଶିଷ ସାହୁ, କୁଳଦୀପ ପଟ୍ଟନାୟକ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ରିୟେ ତୁ ମୋ ସିଏ" | ନିର୍ମଳ ନାୟକ | ସତ୍ୟଜିତ ପ୍ରଧାନ, ସୁଭାଶିଷ ସାହୁ | |
2. | "ଏମିତି ହୁଅନ୍ତା କି" | ଅରୁଣ ମନ୍ତ୍ରୀ | କୁଳଦୀପ ପଟ୍ଟନାୟକ | |
3. | "ଭଲ ପାଉଚି କେତେ" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | |
4. | "ଛାତି ତଳେ ହସ୍ତାକ୍ଷର" | ନିର୍ମଳ ନାୟକ | ହ୍ୟୁମାନ ସାଗର, ଅସୀମା ପଣ୍ଡା |
ବିବାଦ
ସମ୍ପାଦନାଏହି କଥାଚିତ୍ରଟିରେ ଏକ ଦୃଶ୍ୟରେ ଜାତିଆଣ ଆକ୍ଷେପକୁ ନେକ ବିବାଦ ଉଠିଥିଲା ।[୯] ଏଥିରେ ଅଣ-ସାମ୍ବିଧାନିକ ଶବ୍ଦର ପ୍ରୟୋଗ କରାଯାଇଥିଲା ।[୧୦][୧୧] ଫଳରେ ଏହାର ବିରୋଧ କରି ଦଳିତ ମଞ୍ଚ ଥାନାରେ ଅଭିଯୋଗ କରିଥିଲେ ।[୧୨][୧୩]
ଆଧାର
ସମ୍ପାଦନା- ↑ "Priya Tu Mo Sie to hit theaters today". OrrisaPost (in English). Bhubaneswar. 29 June 2023. p. 2. Archived from the original on 25 August 2023. Retrieved 25 August 2023.
{{cite news}}
: CS1 maint: unrecognized language (link) - ↑ Rachna (1 June 2022). "Mahurat of Odia film 'Priye Tu Mo Sie' takes place". KalingaTV (in ଆମେରିକୀୟ ଇଂରାଜୀ). Archived from the original on 25 August 2023. Retrieved 25 August 2023.
- ↑ "ସିଲଭର ସ୍କ୍ରିନରେ ଅମ୍ଲାନ-ଏଲିନାଙ୍କ ରୋମାନ୍ସ, ରିଲିଜ ହେଲା ଫିଲ୍ମ 'ପ୍ରିୟେ ତୁ ମୋ ସିଏ'". ETV Bharat News. 30 June 2023. Archived from the original on 25 August 2023. Retrieved 25 August 2023.
- ↑ "'ପ୍ରିୟେ ତୁ ମୋ ସିଏ'". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
- ↑ Bhadra, Tejashree (11 June 2023). "ପ୍ରିୟେ ତୁ ମୋ ସିଏ - Dharitri". Dharitri Odia News. Archived from the original on 25 August 2023. Retrieved 25 August 2023.
- ↑ Mohanty, Padmini (30 March 2023). "ପ୍ରିୟେ ତୁ ମୋ ସିଏ - Dharitri". Dharitri Odia News. Archived from the original on 25 August 2023. Retrieved 25 August 2023.
- ↑ ୭.୦ ୭.୧ "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
- ↑ "ମୁକ୍ତିଲାଭ କଲା ଅମ୍ଲାନ ଓ ଏଲିନା ଯୋଡି ଓଡ଼ିଆ ସିନେମା 'ପ୍ରିୟେ ତୁ ମୋ ସିଏ' - Samaja Live". ସମାଜ. 29 June 2023. Archived from the original on 25 August 2023. Retrieved 25 August 2023.
- ↑ "'ପ୍ରିୟେ ତୁ ମୋ ସିଏ' ଚଳଚ୍ଚିତ୍ର ବିରୋଧରେ ଥାନାରେ ଏତଲା; ଦଳିତ ସମାଜକୁ ଆକ୍ଷେପ ଅଭିଯୋଗ". Sambad (in ଆମେରିକୀୟ ଇଂରାଜୀ). 2 July 2023. Archived from the original on 25 August 2023. Retrieved 25 August 2023.
- ↑ "'ପ୍ରିୟେ ତୁ ମୋ ସିଏ' ଫିଲ୍ମ ବିରୋଧରେ ଅଭିଯୋଗ, ଚଳଚ୍ଚିତ୍ରରେ ହୋଇଛି ଅସାମ୍ବିଧାନିକ ଶବ୍ଦ ବ୍ୟବହାର". PRAMEYA. ଫୁଲବାଣୀ. 4 July 2023. Archived from the original on 25 August 2023. Retrieved 25 August 2023.
- ↑ "Makers Of Odia Movie 'Priye Tu Mo Siye' In Trouble Over 'Casteist' Dialogue". odishabytes (in ଆମେରିକୀୟ ଇଂରାଜୀ). 4 July 2023. Archived from the original on 25 August 2023. Retrieved 25 August 2023.
- ↑ "ବିବାଦରେ ଓଡ଼ିଆ ଚଳଚ୍ଚିତ୍ର 'ପ୍ରିୟେ ତୁ ମୋ ସିଏ', ଫିଲ୍ମରେ ଜାତିଆଣ ଆକ୍ଷେପ ନେଇ ଥାନାରେ ଏତଲା | Kanak News" (in ଆମେରିକୀୟ ଇଂରାଜୀ). 3 July 2023. Archived from the original on 25 August 2023. Retrieved 25 August 2023.
- ↑ "ଓଡ଼ିଆ ଚଳଚ୍ଚିତ୍ର "ପ୍ରିୟେ ତୁ ମୋ ସିଏ"କୁ ନେଇ ବଡ଼ ବିବାଦ; ଥାନାରେ FIR ଦେଲେ ଯୁବକ". News18 Odia. 1 July 2023. Archived from the original on 25 August 2023. Retrieved 25 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟେ ତୁ ମୋ ସିଏ