ପାରୋ ହେଟ୍‌ସ୍ ଦେବଦାସ

୨୦୨୧ ଓଡ଼ିଆ କଥାଚିତ୍ର

ପାରୋ ହେଟ୍‌ସ୍ ଦେବଦାସ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୩] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପାରୋ ହେଟ୍‌ସ୍ ଦେବଦାସ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକରମେଶ ବାରିକ
କଳାକାରବବି ମିଶ୍ର
ପ୍ରିୟା ଚୌଧୁରୀ
ମନସ୍ୱିନୀ ପତି
ଶ୍ରୀଜିତ ମହାପାତ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଆର୍ ଭଗତ ସିଂହ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨ ଘଣ୍ଟା ୮ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବବି ମିଶ୍ର, ପ୍ରିୟା ଚୌଧୁରୀ । ମନସ୍ୱିନୀ ପତି, ଶ୍ରୀଜିତ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଅଗଷ୍ଟ ମାସର ୨୯ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, ଗୌରବ ଆନନ୍ଦ, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ତୋ ପାଇଁ ଖୋଲା ମୋର ଦିଲ୍ ଦରବାଜା"ନିର୍ମଳ ନାୟକଗୌରବ ଆନନ୍ଦ, ଅସୀମା ପଣ୍ଡା 
2."ୟୁ ଆର୍ ମାଇଁ ରାଇଟ୍ ଚଏସ୍ ବେବି"ନିର୍ମଳ ନାୟକହ୍ୟୁମାନ ସାଗର, ଲିପ୍ସା ମହାପାତ୍ର 
3."ହେ ପ୍ରଭୁ ହେ ପ୍ରଭୁ ଇଏ କି ଲୀଳା"ନିର୍ମଳ ନାୟକଲିପ୍ସା ମହାପାତ୍ର, ଅଭିଜିତ ମଜୁମଦାର 

ଆଧାର ସମ୍ପାଦନା

  1. "ରିଲିଜ୍‌ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ସିନେମା: ଜାନୁଆରୀ ୮ରେ ଖୋଲିବ ସଙ୍ଗମ ମଲ୍ଟିପ୍ଲେକ୍ସ, ସିଙ୍ଗଲ୍‌ ହଲ୍‌ ଖୋଲିବା ସମ୍ଭାବନା କମ୍". Prameya. କଟକ: prameya.com. 4 January 2021. Archived from the original on 2 December 2021. Retrieved 2 December 2021.
  2. "ରିଲିଜ୍‌ ଅପେକ୍ଷାରେ ୪୦ରୁ ଅଧିକ ଓଡ଼ିଆ ସିନେମା: ଜାନୁଆରୀ ୮ରେ ଖୋଲିବ ସଙ୍ଗମ ମଲ୍ଟ". ପ୍ରେମେୟ. କଟକ: Dailyhunt. 4 January 2021. Retrieved 2 December 2021.
  3. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  4. "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 8 ନଭେମ୍ବର 2020 suggested (help)

ବାହାର ଆଧାର ସମ୍ପାଦନା