ନେତ୍ରାନନ୍ଦ ବାରିକ

ନେତ୍ରାନନ୍ଦ ବାରିକ, ଜଣେ ସମ୍ବଲପୁରୀ ଗୀତିକାର, କଳା ନିର୍ଦ୍ଦେଶକ ଓ ଅଭିନେତା ଥିଲେ । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ମଧ୍ୟ ଥିଲେ ।

ନେତ୍ରାନନ୍ଦ ବାରିକ
Born
ନେତ୍ରାନନ୍ଦ ବାରିକ
Died୦୬ ଡିସେମ୍ବର ୨୦୨୦
ଖୁଜେନପାଲି, ବଲାଙ୍ଗୀର
Nationalityଭାରତୀୟ
Occupation(s)ଅଭିନେତା, ଗୀତିକାର
Notable workଶଲାବୁଢ଼ା, ଆଦିମ ବିଚାର, ଭୂଖା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ନେତ୍ରାନନ୍ଦ ପୌରପାଳିକାରେ ଚାକିରୀ କରୁଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଚଳଚ୍ଚିତ୍ରରେ ଅଭିନୟ ସମ୍ପାଦନା

ରଚିତ ଗୀତ ସମ୍ପାଦନା

  • ଫଟାଇ ଖାଇଲି ବେଲ
  • ସଜନୀ[୧]
  • ମଚାନ ଉପରେ ବସିଛି
  • ଗାଁ ମାଟିର ଶିରୀ ଶଲାବୁଢ଼ା
  • କୁଇଲି ଝୁରୁଛେ ଗାଇଗାଇ
  • ଶୁଭ ଲଗନେ ବର କଲେ ଗମନ[୨]

ଆଧାର ସମ୍ପାଦନା

  1. "ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 7 December 2020. Retrieved 7 December 2020.
  2. "ଗୀତିକାର ନେତ୍ରାନନ୍ଦ ବାରିକଙ୍କର ପରଲୋକ". No. ସମ୍ବାଦ ୦୭/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୭. Archived from the original on 7 December 2020. Retrieved 7 December 2020.