ନାୟକର ନାଁ ଦେବଦାସ

୨୦୧୯ର ଓଡ଼ିଆ କଥାଚିତ୍ର

ନାୟକର ନାଁ ଦେବଦାସ ୨୦୧୯ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିଶିର ଦାସ ଏବଂ କୀର୍ତ୍ତନ ପାତ୍ର ।[୨] ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬]

ନାୟକର ନାଁ ଦେବଦାସ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକପ୍ରଭାତ କୁମାର ପ୍ରଧାନ
ଶିଶିର ଦାସ
କୀର୍ତ୍ତନ ପାତ୍ର
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟମୃତ୍ୟୁଞ୍ଜୟ ସାହୁ
କଳାକାରଅସୀତ
ଅନୁ ଚୌଧୁରୀ
ଅପରାଜିତା ମହାନ୍ତି
ଉତ୍ତମ ମହାନ୍ତି
ବିଜୟ ମହାନ୍ତି
ସଙ୍ଗୀତବୈଦ୍ୟନାଥ ଦାଶ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୯ ଅଗଷ୍ଟ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅସୀତ, ଭୂମିକା ଦାଶ ଓ ଅନୁ ଚୌଧୁରୀ ।[୩][୪][୭][୮][୯] ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ବବି ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୨] ଗୀତିକାର ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ବିଷ୍ଣୁ ମୋହନ କବି, ପ୍ରିନ୍ସ, ତପୁ ମିଶ୍ର, ଦୀପ୍ତିରେଖା ପାଢ଼ୀ, ଅର୍ପିତା, ଅସୀମା ପଣ୍ଡା, ଅନ୍ୱେଷା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଚଗଲି ଝରଣା କାହିଁ"ଅସୀମା ପଣ୍ଡା 
2."ମନ ଆଉ ମନ କଥା"  
3."ଅଙ୍ଗେ ଅଙ୍ଗେ ନିଶା ମୋର"  
4."ନାୟକର ନାଁ ଦେବଦାସ"  

ଆଧାର ସମ୍ପାଦନା

  1. "'ନାୟକର ନାଁ ଦେବଦାସ'ର ଶୁଭ ମହୁରତ". ଧରିତ୍ରୀ. Retrieved 7 April 2018.
  2. ୨.୦ ୨.୧ ୨.୨ "ନାୟକର ନାଁ ଦେବଦାସ". ସମାଜ. ୧ April 2018. Retrieved 2 April 2018. {{cite news}}: Check date values in: |date= (help)[permanent dead link]
  3. ୩.୦ ୩.୧ "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 29 August 2018. Retrieved 31 August 2018.
  4. ୪.୦ ୪.୧ "ସାମ୍ନାସାମ୍ନି ହେବେ ଏହି ଦୁଇ ଓଲିଉଡ ନାୟିକା". sambad.in. 23 May 2018. Retrieved 6 June 2018.
  5. ୫.୦ ୫.୧ ୫.୨ "ଓଡ଼ିଆରେ 'ଦେବଦାସ୍' : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ". O TV. 29 March 2018. Archived from the original on 11 April 2018. Retrieved 7 April 2018.
  6. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  7. ୭.୦ ୭.୧ "ଆସୁଛି ଓଡ଼ିଆ ସିନେମା ନାୟକର ନାଁ ଦେବଦାସ". ପ୍ରତିନିଧି. 30 March 2018. Retrieved 7 April 2018.
  8. ୮.୦ ୮.୧ "ଚର୍ଚ୍ଚାରେ 'ଦେବଦାସ'". ସମାଜ (ରବିବାର). 22 April 2018. Retrieved 28 April 2018.[permanent dead link]
  9. "ଚର୍ଚ୍ଚାରେ ଏହି ଦୁଇ ଓଲିଉଡ ନାୟିକା , ଜାଣନ୍ତୁ କାରଣ | Sambad". Sambad. 1 December 2018. Retrieved 2 December 2018.
  10. "ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ". sambad.in. 27 April 2018. Retrieved 6 June 2018.
  11. "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍‌ ନାୟିକା". sambad.in. 26 April 2018. Retrieved 6 June 2018.
  12. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  13. "ସରପ୍ରାଇଜ ଦେବେ ଓଲିଉଡର ଏହି ତିନି ନାମୀ ନାୟିକା". sambad.in. 3 May 2018. Retrieved 6 June 2018.
  14. "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  15. "ଏହି ରୂପରେ ପୁଣି ପସନ୍ଦ ଆସିବେ ଅପରାଜିତା ! | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  16. "ଅପରାଜିତା ହେବେ 'ପାରୋ'ର ମାଆ". sambad.in. 30 March 2018. Retrieved 2 April 2018.
  17. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  18. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.
  19. "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.

ବାହାର ଆଧାର ସମ୍ପାଦନା