ଅଞ୍ଚଳ ମାଝି

ଓଡ଼ିଆ ରାଜନୀତିଜ୍ଞ

ଅଞ୍ଚଳ ମାଝି (ମୃତ୍ୟୁ: ୧୯ ଫେବୃଆରୀ ୧୯୭୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣାନର୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅଞ୍ଚଳ ମାଝି
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପର ଅଧିକାରୀଧନେଶ୍ୱର ମାଝି
ନିର୍ବାଚନ ମଣ୍ଡଳୀନର୍ଲା
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀଚନ୍ଦ୍ର ଶେଖର ପ୍ରଧାନ
ପର ଅଧିକାରୀଦୟାନିଧି ନାଏକ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୯ ଫେବୃଆରୀ ୧୯୭୬(୧୯୭୬-୦୨-୧୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଲକ୍ଷ୍ମୀ ମାଝି
ବାପା/ବୋଉଗୁଲାର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅଞ୍ଚଳ ମାଝିଙ୍କ ବାପାଙ୍କ ନାମ ଗୁଲାର ମାଝି ଓ ପତ୍ନୀଙ୍କ ନାମ ଲକ୍ଷ୍ମୀ ମାଝି ।[୧]

ରାଜନୈତିକ ଜୀବନ ସମ୍ପାଦନା

ଅଞ୍ଚଳ ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଅଞ୍ଚଳ ୧୯୭୬ ମସିହାର ଫେବୃଆରୀ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Anchal Majhi". odishaassembly.nic.in. Odisha Assembly. Retrieved 17 May 2021.