ସଦାଶିବ ପ୍ରଧାନୀ
ଓଡ଼ିଆ ରାଜନୀତିଜ୍ଞ
(ସଦାଶିବ ପ୍ରଧାନିରୁ ଲେଉଟି ଆସିଛି)
ସଦାଶିବ ପ୍ରଧାନୀ (ଜନ୍ମ: ୧ ମାର୍ଚ୍ଚ ୧୯୬୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନବରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ସଦାଶିବ ପ୍ରଧାନୀ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ମନୋହର ରନ୍ଧାରୀ |
ପର ଅଧିକାରୀ | ଗୌରୀ ଶଙ୍କର ମାଝି |
ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମାର୍ଚ୍ଚ ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | କୌଶଲ୍ୟା ପ୍ରଧାନୀ |
ବାପା/ବୋଉ | ଗୋପିନାଥ ପ୍ରଧାନୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାସଦାଶିବ ପ୍ରଧାନୀ ୧୯୬୧ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପିନାଥ ପ୍ରଧାନୀ ଓ ପତ୍ନୀଙ୍କ ନାମ କୌଶଲ୍ୟା ପ୍ରଧାନୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାସଦାଶିବ ପ୍ରଧାନୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Sadasiva Pradhani". odishaassembly.nic.in. Odisha Assembly. Retrieved 1 April 2022.
ବାହାର ଆଧାର
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Sadasiva Pradhani-ସମ୍ପର୍କିତ ମିଡ଼ିଆ