ଦୀପାଞ୍ଜଳି

୨୦୧୪ର ଓଡ଼ିଆ କଥାଚିତ୍ର

ଦୀପାଞ୍ଜଳି, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୁର୍ଗାଚରଣ ମଲ୍ଲିକ । ଦୀପକ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବିଶ୍ୱଜିତ ମହାନ୍ତି ଏବଂ ଦୀପକ ଦାସ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ବିଦ୍ୟୁତ୍ ରାୟ ଏହି କଥାଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ।

ଦୀପାଞ୍ଜଳୀ
ନିର୍ଦ୍ଦେଶକବିଶ୍ୱଜିତ ମହାନ୍ତି, ଦୀପକ ଦାସ
ପ୍ରଯୋଜକଦୁର୍ଗାଚରଣ ମଲ୍ଲିକ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟବିଶ୍ୱଜିତ ମହାନ୍ତି
କାହାଣୀଦୀପକ ଦାସ
କଳାକାରଦୀପକ, ଅଞ୍ଜଳୀ, ମିହିର ଦାସ, ପୁଷ୍ପା ପଣ୍ଡା, ବ୍ରଜ ସିଂହ
ସଙ୍ଗୀତବିଦ୍ୟୁତ୍ ରାୟ
ସମ୍ପାଦକସୁବାଶିଷ
ମୁକ୍ତିଲାଭ ତାରିଖ
୨୭ ଡିସେମ୍ବର ୨୦୧୪
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ଏବଂ ଅଞ୍ଜଳୀ । ମିହିର ଦାସ, ପୁଷ୍ପା ପଣ୍ଡା, ବ୍ରଜ ସିଂହ, ଅସୀତ ପତି, ଦେବୁ ବ୍ରହ୍ମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟୁତ୍ ରାୟ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ବୟସ ମୋର ପୂଜା ଅଫର" 
2."ପାଗଳ କରିଚି ତୁମ ଲାଜୁଆ ହସ" 
3."ଦୀପାଞ୍ଜଳି" 
4."ଯାହାର ତୁ ଝୁମ୍‌ଲେ" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Deepanjali Odia Movie Releases Today Of Deepak and Anjali". Incredible Orissa. 28 December 2017. Retrieved 1 October 2017.

ବାହାର ଆଧାର ସମ୍ପାଦନା