ତୃଷ୍ଣା (ଓଡ଼ିଆ କଥାଚିତ୍ର)
ତୃଷ୍ଣା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରି ।[୧] ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ତୃଷ୍ଣା | |
---|---|
ନିର୍ଦ୍ଦେଶକ | ସୁରେଶ ପଟ୍ଟନାୟକ |
ପ୍ରଯୋଜକ | ନବୀନ ଭଣ୍ଡାରି |
ସଂଳାପ | ସୁରେଶ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୁରେଶ ପଟ୍ଟନାୟକ |
କାହାଣୀ | ସୁରେଶ ପଟ୍ଟନାୟକ |
କଳାକାର | ଶୈଳେନ୍ଦ୍ର ସାମନ୍ତରାୟ ସମରେଶ ରାଉତରାୟ ଲିପ୍ସା ମିଶ୍ର ଅଭିଶେକ ଗିରି ସୂର୍ଯ୍ୟମୟୀ ମହାପାତ୍ର ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ପ୍ରଫୁଲ୍ଲ କୁମାର ସାହୁ |
ସମ୍ପାଦକ | ସୁରେଶ ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଶୈଳେନ୍ଦ୍ର ସାମନ୍ତରାୟ, ସମରେଶ ରାଉତରାୟ, ଲିପ୍ସା ମିଶ୍ର, ଅଭିଶେକ ଗିରି, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜ୍ୟୋତିପ୍ରକାଶ ପଣ୍ଡା, ଧୀର ମଲ୍ଲିକ, ବିଘ୍ନେଶ ପଣ୍ଡା, ରବି ମିଶ୍ର, ଜୀବନ ପଣ୍ଡା, ରୁଷି ପଟ୍ଟନାୟକ, କୃଷ୍ଣପ୍ରିୟା, ବିଶ୍ୱଜିତ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ଶୈଳେନ୍ଦ୍ର ସାମନ୍ତରାୟ
- ସମରେଶ ରାଉତରାୟ
- ଲିପ୍ସା ମିଶ୍ର
- ଅଭିଶେକ ଗିରି
- ସୂର୍ଯ୍ୟମୟୀ ମହାପାତ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ଜ୍ୟୋତିପ୍ରକାଶ ପଣ୍ଡା
- ଧୀର ମଲ୍ଲିକ
- ବିଘ୍ନେଶ ପଣ୍ଡା
- ରବି ମିଶ୍ର
- ଜୀବନ ପଣ୍ଡା
- ରୁଷି ପଟ୍ଟନାୟକ
- କୃଷ୍ଣପ୍ରିୟା
- ବିଶ୍ୱଜିତ ପଣ୍ଡା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୪] ନିର୍ମଳ ନାୟକ, କୁମାରଶ୍ରୀ ରାଉତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] କୁଳଦୀପ ପଟ୍ଟନାୟକ, ଇଶ୍ୱରୀ ବେହେରା, ସ୍ୱୟମ ପାଢ଼ୀ, ରୂପକ କୁମାର, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମୁଁ ସୁପରଷ୍ଟାର ହେବି ରେ" | କୁମାରଶ୍ରୀ ସାହୁ | କୁଳଦୀପ ପଟ୍ଟନାୟକ | |
2. | "ପାନଖିଆ ଲଭର୍" | ନିର୍ମଳ ନାୟକ | ଇଶ୍ୱରୀ ବେହେରା | |
3. | "ଏତେ କାଇଁ ଖୋଜେ ତାକୁ" | କୁମାରଶ୍ରୀ ସାହୁ | ସ୍ୱୟମ ପାଢ଼ୀ | |
4. | "ଏ ଜୀବନ" | କୁମାରଶ୍ରୀ ସାହୁ | ରୂପକ କୁମାର | |
5. | "ଶିଉଳି ବାଟରେ" | କୁମାରଶ୍ରୀ ସାହୁ | ଗୌରବ ଆନନ୍ଦ |
ଆଧାର
ସମ୍ପାଦନା- ↑ ୧.୦ ୧.୧ "ପରଦାରେ 'ତୃଷ୍ଣା'". ଧରିତ୍ରୀ. No. ଭୁବନେଶ୍ୱର. 15 October 2022. p. 15. Archived from the original on 23 December 2022. Retrieved 23 December 2022.
- ↑ ୨.୦ ୨.୧ ୨.୨ "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
- ↑ "ପାଞ୍ଚ ନାୟକଙ୍କ କାହାଣୀ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
- ↑ "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୃଷ୍ଣା