୧୦ ଡିସେମ୍ବର
ତାରିଖ
(ଡିସେମ୍ବର ୧୦ରୁ ଲେଉଟି ଆସିଛି)
<< | ଡିସେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ୩୧ | |||
୨୦୨୫ |
December 10 in recent years |
୨୦୨୪ (ମଙ୍ଗଳବାର) |
୨୦୨୩ (ରବିବାର) |
୨୦୨୨ (ଶନିବାର) |
୨୦୨୧ (ଶୁକ୍ରବାର) |
୨୦୨୦ (ଗୁରୁବାର) |
୨୦୧୯ (ମଙ୍ଗଳବାର) |
୨୦୧୮ (ସୋମବାର) |
୨୦୧୭ (ରବିବାର) |
୨୦୧୬ (ଶନିବାର) |
୨୦୧୫ (ଗୁରୁବାର) |
ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୦ ଡିସେମ୍ବର ବର୍ଷର ୩୪୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୪୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୧ ଦିନ ବାକି ଅଛି ।
ଘଟଣାବଳୀ
ସମ୍ପାଦନାଜନ୍ମ
ସମ୍ପାଦନା- ୧୮୧୫- ଏଡା ଲଭ୍ଲେସ୍, ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର (ମୃତ୍ୟୁ: ୨୭ ନଭେମ୍ବର ୧୮୫୨)
- ୧୮୭୮- ଭାରତ ରତ୍ନ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ଭାରତର ଶେଷ ଗଭର୍ଣ୍ଣର ଜେନେରାଲ (ମୃତ୍ୟୁ: ୨୫ ଡିସେମ୍ବର, ୧୯୭୨)
- ୧୯୨୮- ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡ଼ିଶାର ପୂର୍ବତନ ରାଜ୍ୟପାଳ
- ୧୯୫୪- ଗୀତା ପଟ୍ଟନାୟକ, କଣ୍ଠ ଶିଳ୍ପୀ
ମୃତ୍ୟୁ
ସମ୍ପାଦନା- ୧୮୯୬- ଆଲଫ୍ରେଡ଼ ନୋବେଲ, ଡିନାମାଇଟର ଉଦ୍ଭାବକ (ଜନ୍ମ: ୨୧ ଅକ୍ଟୋବର ୧୮୩୩)
ପର୍ବପର୍ବାଣି
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ୧୦ ଡିସେମ୍ବର
ବାବଦରେ ମାଧ୍ୟମ ରହିଛି ।