ଡିଅର୍ ଲଭ୍
୨୦୨୨ ଓଡ଼ିଆ କଥାଚିତ୍ର
ଡିଅର୍ ଲଭ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହିମାଳୟ ରାଜ ପରିଡ଼ା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଡିଅର୍ ଲଭ୍ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ତ୍ରିପାଠୀ |
ପ୍ରଯୋଜକ | ହିମାଳୟ ରାଜ ପରିଡ଼ା |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଅଶ୍ୱିନୀ ତ୍ରିପାଠୀ |
କାହାଣୀ | ଅଶ୍ୱିନୀ ତ୍ରିପାଠୀ |
କଳାକାର | ଗୁରୁଦେବ ମହାରଥୀ ତମନ୍ନା ବ୍ୟାସ ସମରେଶ ରାଉତରାୟ |
ସଙ୍ଗୀତ | ଦେବାଶିଷ ମଲ୍ଲିକ ମାତୃପ୍ରସାଦ ରଥ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ସାହୁ |
ସମ୍ପାଦକ | କୁମାର ମାନସ ସାହୁ |
ମୁକ୍ତିଲାଭ ତାରିଖ | ୨୫ ଡିସେମ୍ବର ୨୦୨୨ |
କଥାଚିତ୍ରର ସମୟ | ୧୩୧ ମିନିଟ୍[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗୁରୁଦେବ ମହାରଥୀ ଓ ତମନ୍ନା ବ୍ୟାସ । ସମରେଶ ରାଉତରାୟ, ଜୋଗେଶ ଜୋଜୋ, ଅର୍ମାନ, ଗୁଡ୍ଡୁ, ଦୀପାଳି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ଗୁରୁଦେବ ମହାରଥୀ
- ତମନ୍ନା ବ୍ୟାସ[୩]
- ସମରେଶ ରାଉତରାୟ[୪]
- ଜୋଗେଶ ଜୋଜୋ
- ଅର୍ମାନ
- ଗୁଡ୍ଡୁ
- ଦୀପାଳି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ମଲ୍ଲିକ ଓ ମାତୃପ୍ରସାଦ ରଥ । ସିଲୁ ବିଭୁ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ, ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୁ ଛବି ବହି" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ | ୦୩:୫୯ |
2. | "ଲଭ୍ ଧୁନ୍ ବାଜୁଛି" | ସିଲୁ ବିଭୁ | ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ | ୦୩:୪୨ |
ଆଧାର
ସମ୍ପାଦନା- ↑ "Watch Odia Movie "Dear Love" featuring Gurudev Maharathi and Tamanna vyas". Tarangplus. Retrieved 6 January 2023.
- ↑ "ଆକାଶ-ବର୍ଷା ଓ ଅଶ୍ୱିନୀଙ୍କ 'ଡିଅର୍ ଲଭ୍'". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
- ↑ "ପୁଣି ତମନ୍ନା". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.
- ↑ "ସାର୍ ହେବେ ସମ୍ରେଶ". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଡିଅର୍ ଲଭ୍