ଡାଡି
୨୦୧୪ର ଓଡ଼ିଆ କଥାଚିତ୍ର
(ଡ଼ାଡ଼ିରୁ ଲେଉଟି ଆସିଛି)
ଡାଡି: ଦ ଲଭିଙ୍ଗ ଗଡ୍, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଚିତ୍ତରଞ୍ଜନ ମିଶ୍ର ଏବଂ ଜୋତ୍ସା ମିଶ୍ର । ଆପୁ କାନୁନ୍ଗୋ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଡାଡି: ଦ ଲଭିଙ୍ଗ ଗଡ୍ | |
---|---|
ନିର୍ଦ୍ଦେଶକ | ଆପୁ କାନୁନ୍ଗୋ |
ପ୍ରଯୋଜକ | ଚିତ୍ତରଞ୍ଜନ ମିଶ୍ର, ଜୋତ୍ସା ମିଶ୍ର |
ସଂଳାପ | ଶକ୍ତି ବରାଳ |
କଳାକାର | ମିହିର ଦାସ, ହରିହର ମହାପାତ୍ର, ଅପରାଜିତା ମହାନ୍ତି, ଲିପି ପରିଡ଼ା, ଅରିନ୍ଦମ ରାୟ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୪ ଅପ୍ରେଲ ୨୦୧୪ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ଲିପି ପରିଡ଼ା । ମିହିର ଦାସ, ଅପରାଜିତା ମହାନ୍ତି, ହରିହର ମହାପାତ୍ର ଆଦି କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର 'ଡାଡି'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଇଏ କି ବାସ୍ନା ଗଲା ଛୁଇଁ" | |
2. | "ଗୋଲି ମାରୋ ଗୋଲି ମାରୋ" | |
3. | "କୋହଲା ପବନ ଚହଲେ ମୋ ମନ" | |
4. | "ସମୟର ଏଇ ମୋଦରେ" | |
5. | "ବା ବା ବ୍ଲାକ୍ ସୀପ୍" |
ଆଧାରସମ୍ପାଦନ କରନ୍ତୁ
ବାହାର ଆଧାରସମ୍ପାଦନ କରନ୍ତୁ
- ଡାଡି ଇଣ୍ଟରନେଟ ମୁଭି ଡାଟାବେସରେ