ଜୈବାଞ୍ଚଳ
ପାରିପାର୍ଶ୍ୱିକ ଅବସ୍ଥା ଏବଂ ଭୌଗୋଳିକ ବ୍ଯବସ୍ଥା ଦୃଷ୍ଟିରୁ ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକୁ ଅପେକ୍ଷାକୃତ ସାନ ଜୈବାଞ୍ଚଳରେ ବିଭକ୍ତ କରାଯାଇଛି ।[୧] ଏଗୁଡ଼ିକୁ ଆହୁରି ସାନ ଇକୋଅଞ୍ଚଳରେ ବିଭକ୍ତ କରାଯାଇଛି ।[୨]
ଏକ ଜୈବାଞ୍ଚଳ ଉଭୟ ଜଳ ଏବଂ ସ୍ଥଳଭାଗରେ ବ୍ଯାପ୍ତ ଏବଂ ଏହା ଏଥିରେ ରହୁଥିବା ଅଧିବାସୀମାନଙ୍କ ଉପରେ ମଧ୍ଯ ନିର୍ଭର କରିଥାଏ ।[୩]
ପ୍ର.ପା.ବି.ପା.ର ଜୈବାଞ୍ଚଳସମୂହ
ସମ୍ପାଦନାନିମ୍ନରେ ପ୍ରକୃତି ପାଇଁ ବିଶ୍ୱବ୍ୟାପୀ ପାଣ୍ଠିର ଜୈବାଞ୍ଚଳସମୂହ ଦିଆଗଲା:
- ଆଫ୍ରୋବିଷୁବୀୟ କ୍ଷେତ୍ର[୪]
- ଆଣ୍ଟାର୍କଟୀୟ କ୍ଷେତ୍ର
- ଅଷ୍ଟ୍ରାଲେସୀୟ କ୍ଷେତ୍ର[୫]
- ଇଣ୍ଡୋମଳୟ କ୍ଷେତ୍ର[୫]
- ନବାର୍କଟୀୟ କ୍ଷେତ୍ର[୬]
- କାନାଡୀୟ ଶିଲ୍ଡ
- ପୂର୍ବ ଉତ୍ତର ଆମେରିକା
- ଉତ୍ତରୀୟ ମେକ୍ସିକୋ ଏବଂ ନୈଋତୀୟ ଉତ୍ତର ଆମେରିକା
- ପଶ୍ଚିମୀ ଉତ୍ତର-ଆମେରିକା
- ନବବିଷୁବୀୟ କ୍ଷେତ୍ର[୭]
- ଓସେନୀୟ କ୍ଷେତ୍ର
- ପୂର୍ବାର୍କଟୀୟ କ୍ଷେତ୍ର
- ଏସିଆ
- ହିମାଳୟର ଉତ୍ତରୀୟ ପାଦଦେଶରୁ ଆର୍କଟିକ ପର୍ଯ୍ୟନ୍ତ ପୂର୍ବ ଏସିଆ
- ମଧ୍ଯେସିଆ - ପାରସ୍ଯ ଉଚ୍ଚଭୂମି ଏବଂ ଆର୍କଟିକର ଉତ୍ତରକୁ ।
- ଟେମ୍ପରେଟ ଏସିଆ ଜୈବଦେଶ
- ମଙ୍ଗୋଲୀୟ ଉଚ୍ଚଭୂମି
- ୟୁରେସୀୟ ଷ୍ଟେପେ
- ଏସୀୟ ଋଷିଆ (କେନ୍ଦ୍ରୀୟ)
- ଏସୀୟ-ସାଇବେରୀୟ ଅଞ୍ଚଳ
- ପଶ୍ଚିମ ଏସିଆ
- ଆରବୀୟ ମରୁଭୂମି
- ଭୂମଧ୍ଯସାଗର ନିକଟପ୍ରାଚ୍ଯ (ଲେଭାଣ୍ଟ)
- ଆନାଟୋଲୀୟ ଉଚ୍ଚଭୂମି
- ଟ୍ରାନ୍ସକୌକାସିଆ
- ଉତ୍ତରୀୟ ଆଫ୍ରିକା
- ଆଟଲାଣ୍ଟୀୟ ଉପକୂଳ ମରୁଭୂମି
- ସାହାର ମରୁଭୂମି
- ଭୂମଧ୍ଯସାଗର ମଘ୍ରେବ
- ଆଟଲାସ ମୋଣ୍ଟାନେ
- ୟୁରୋପ (ଉତ୍ତରୀୟ, ମଧ୍ଯ, ପୂର୍ବ, ନୈଋତ ଏବଂ ଆଗ୍ନେୟ ୟୁରୋପ ଜୈବଦେଶ) - ଭୂମଧ୍ଯସାଗରଠାରୁ ଆର୍କଟିକ
- ୟୁରୋପୀୟ ଭୂମଧ୍ଯସାଗରୀୟ ବେସିନ
- ଇବେରୀୟ ଅନ୍ତରୀପ
- ବଲ୍କାନ ଅନ୍ତରୀପ
- ଉତ୍ତର କୌକାସସ
- ଆଲ୍ପସ ମୋଣ୍ଟାନେ
- କାର୍ପାଥିଆନ
- ସ୍କାଣ୍ଡିନେଭିଆ
- ୟୁରୋପୀୟ ଋଷିଆ
- ୟୁରୋ-ସାଇବେରୀୟ ଅଞ୍ଚଳ
- ମାକ୍ରୋନେସିଆ
- ଏସିଆ
ଆଧାର
ସମ୍ପାଦନା- ↑ "Insects: Diverse, Abundant, and Ecologically Important", Tropical Rain Forests, John Wiley & Sons, Ltd, pp. 203–238, 2011-03-14, ISBN 978-1-4443-9229-6, retrieved 2020-10-20
- ↑ Bailey, Robert G. (2009), "Ecoregion Redistribution Under Climate Change", Ecosystem Geography, Springer New York, pp. 115–125, ISBN 978-0-387-89515-4, retrieved 2020-10-20
- ↑ "Statues Also Die", War after Death, Fordham University Press, pp. 18–50, 2014-03-03, ISBN 978-0-8232-5681-5, retrieved 2020-10-21
- ↑ Burgess, N.D.; D'Amico Hales, J.; Dinerstein, E.; et al. (2004). Terrestrial eco-regions of Africa and Madagascar: A conservation assessment. Washington DC.: Island Press [୧]
- ↑ ୫.୦ ୫.୧ Wikramanayake, Eric; Eric Dinerstein; Colby J. Loucks; et al. (2002). Terrestrial Ecoregions of the Indo-Pacific: a Conservation Assessment. Washington, DC: Island Press
- ↑ Ricketts, Taylor H.; Dinerstein, Eric; Olson, David M.; Loucks, Colby (1999-05). "Who's Where in North America?". BioScience. 49 (5): 369–381. doi:10.2307/1313630. ISSN 1525-3244.
{{cite journal}}
: Check date values in:|date=
(help) - ↑ Dinerstein, E., Olson, D. Graham, D.J. et al. (1995). A Conservation Assessment of the Terrestrial Ecoregions of Latin America and the Caribbean. World Bank, Washington DC., [୨].