ଉତ୍ତର ଆମେରିକା
ମହାଦେଶ
ଉତ୍ତର ଆମେରିକା, ଏକ ମହାଦେଶ । [୨]
କ୍ଷେତ୍ରଫଳ | ୨୪,୭୦୯,୦୦୦ km2 (୯,୫୪୦,୦୦୦ sq mi) |
---|---|
ଲୋକସଁଖ୍ୟା | ୫୨୮,୭୨୦,୫୮୮ (continents by population |
ଲୋକସଁଖ୍ୟାର ଘନତା | ୨୨.୯ per km2 (୫୯.୩ per sq mi) |
ରାଷ୍ଟ୍ରିଅତା | North American, American[୧] |
ଦେଶ | ୨୩ (List of countries) |
ଅଧିନରେ ଥିବା ଜାଗା | ୨୨ |
ଭାଷା | ଇଂରାଜୀ, ସ୍ପାନିସ, ଫ୍ରେଞ୍ଚ |
ସମୟ ଜୋନ | UTC-10 to UTC |
ନଗର | 1. ମେକ୍ସିକୋ ସିଟି 2. ନିଉ ୟର୍କ 3. ଲସ ଆଞ୍ଜେଲେସ 4. ଟରୋଣ୍ଟୋ 5. ଶିକାଗୋ 6. ସାନ ଫ୍ରାନସିସ୍କୋ 7. ହାଭାନା |
ଭୂଗୋଳ
ସମ୍ପାଦନାଉତ୍ତର ଆମେରିକା ଏକ ମହାଦେଶ। ଏହା ସମ୍ପୂର୍ଣ୍ଣ ଭାବେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ। କ୍ଷେତ୍ରଫଳ ହିସାବରେ ଏହା ୩ୟ ବୃହତ୍ତମ ଓ ଜନସଂଖ୍ୟା ହିସାବରେ ଏହା ପୃଥିବୀର ୪ଥ ଭୁହତ୍ତମ ମହାଦେଶ । ଏହାର ୨୪,୭୦୯,୦୦୦ ବର୍ଗ କିମି କ୍ଷେତ୍ରଫଳ ପୃଥିବୀର ମୋଟ କ୍ଷେତ୍ରଫଳର ୪.୮% , ତଥା ମୋଟ ସ୍ଥଳଭାଗ କ୍ଷେତ୍ରଫଳର ୧୬.୫% ।
ଇତିହାସ
ସମ୍ପାଦନାhow
ଅର୍ଥନିତୀ
ସମ୍ପାଦନାଭାଷା
ସମ୍ପାଦନାଆଧାର
ସମ୍ପାଦନା- ↑ "American". Merriam-webster.com. Retrieved 31 October 2011.
- ↑ "North America". Encyclopædia Britannica.
ଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ଉତ୍ତର ଆମେରିକା
ବାବଦରେ ମାଧ୍ୟମ ରହିଛି ।
North America ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |