ଉତ୍ତର ଆମେରିକା, ଏକ ମହାଦେଶ[୨]

ଉତ୍ତର ଆମେରିକା
Location North America.svg
କ୍ଷେତ୍ରଫଳ୨୪,୭୦୯,୦୦୦ km2 (୯,୫୪୦,୦୦୦ sq mi)
ଲୋକସଁଖ୍ୟା୫୨୮,୭୨୦,୫୮୮ (continents by population
ଲୋକସଁଖ୍ୟାର ଘନତା୨୨.୯ per km2 (୫୯.୩ per sq mi)
ରାଷ୍ଟ୍ରିଅତାNorth American, American[୧]
ଦେଶ୨୩ (List of countries)
ଅଧିନରେ ଥିବା ଜାଗା୨୨
ଭାଷାଇଂରାଜୀ, ସ୍ପାନିସ, ଫ୍ରେଞ୍ଚ
ସମୟ ଜୋନUTC-10 to UTC
ନଗର
1.Mexico ମେକ୍ସିକୋ ସିଟି
2.ଯୁକ୍ତରାଷ୍ଟ୍ର ନିଉ ୟର୍କ
3.ଯୁକ୍ତରାଷ୍ଟ୍ର ଲସ ଆଞ୍ଜେଲେସ
4.Canada ଟରୋଣ୍ଟୋ
5.ଯୁକ୍ତରାଷ୍ଟ୍ର ଶିକାଗୋ
6.ଯୁକ୍ତରାଷ୍ଟ୍ର ସାନ ଫ୍ରାନସିସ୍କୋ
7.Cuba ହାଭାନା

ଭୂଗୋଳସମ୍ପାଦନ କରନ୍ତୁ

ଉତ୍ତର ଆମେରିକା ଏକ ମହାଦେଶ। ଏହା ସମ୍ପୂର୍ଣ୍ଣ ଭାବେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ। ଏହାର ପୂର୍ବ ଦିଗରେ ଆଟଲାଣ୍ଟିକ ମହାସାଗର, ଉତ୍ତର ଦିଗରେ ଆର୍କଟିକ ମହାସାଗର, ପଶ୍ଚିମ ଓ ଦକ୍ଷିଣ ଦିଗରେ ପ୍ରଶାନ୍ତ ମହାସାଗର ଅବସ୍ଥିତ। କ୍ଷେତ୍ରଫଳ ହିସାବରେ ଏହା ୩ୟ ବୃହତ୍ତମ ଓ ଜନସଂଖ୍ୟା ହିସାବରେ ଏହା ପୃଥିବୀର ୪ଥ ଭୁହତ୍ତମ ମହାଦେଶ । ଏହାର ୨୪,୭୦୯,୦୦୦ ବର୍ଗ କିମି କ୍ଷେତ୍ରଫଳ ପୃଥିବୀର ମୋଟ କ୍ଷେତ୍ରଫଳର ୪.୮% , ତଥା ମୋଟ ସ୍ଥଳଭାଗ କ୍ଷେତ୍ରଫଳର ୧୬.୫% ।

ଇତିହାସସମ୍ପାଦନ କରନ୍ତୁ

how

ଅର୍ଥନିତୀସମ୍ପାଦନ କରନ୍ତୁ

ଭାଷାସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "American". Merriam-webster.com. Retrieved 31 October 2011.
  2. "North America". Encyclopædia Britannica.

ଅଧିକ ତଥ୍ୟସମ୍ପାଦନ କରନ୍ତୁ