ଜୀବନ ସଙ୍ଗମ

୧୯୮୪ର ଓଡ଼ିଆ କଥାଚିତ୍ର

ଜୀବନ ସଙ୍ଗମ, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଆରତୀ ମହନ୍ତ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ପୂର୍ଣ୍ଣ ମଲ୍ଲିକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜୀବନ ମହନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଜୀବନ ସଙ୍ଗମ
ନିର୍ଦ୍ଦେଶକଜୀବନ ମହନ୍ତ
ପ୍ରଯୋଜକଆରତୀ ମହନ୍ତ
ସଂଳାପପୂର୍ଣ୍ଣ ମଲ୍ଲିକ
ଚିତ୍ରନାଟ୍ୟଜୀବନ ମହନ୍ତ
କାହାଣୀଆରତୀ ମହନ୍ତ
କଳାକାରରାଜୁ ସଧଙ୍ଗୀ
ମାଳା ବୋଷ
ରାଧା ପଣ୍ଡା
ଶୁଭ୍ର ପତି
ଜୟୀରାମ ସାମଲ
ପ୍ରାଚୀ ଦାସ
ସଙ୍ଗୀତଶାନ୍ତନୁ ମହାପାତ୍ର
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୨୯ ଜୁନ ୧୯୮୪
ଦେଶ ଭାରତ
ଭାଷାଓଡ଼ିଆ

ରାଜୁ ସଧଙ୍ଗୀ, ମାଳା ବୋଷ, ରାଧା ପଣ୍ଡା, ଶୁଭ୍ର ପତି, ଜୟୀରାମ ସାମଲ, ପ୍ରାଚୀ ଦାସ, ଭୋଳାନାଥ, ଜୀବନ ମହନ୍ତ, ଅସୀତ ପତି, ବିଜୟ ସିଂହ, ନଟ ସେନ, ବାଙ୍କୁ, ବାସନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ରଗୁରୁକୃଷ୍ଣ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏସ୍ ଜାନକୀ, ଦେବାଶିଷ ମହାପାତ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.

ବାହାର ଆଧାର ସମ୍ପାଦନା