ଅର୍ଜୁନ (ଓଡ଼ିଆ କଥାଚିତ୍ର)
ଅର୍ଜୁନ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଶୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଅର୍ଜୁନ | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୁବୋଧ ପଟ୍ଟନାୟକ |
କାହାଣୀ | ହର ପଟ୍ଟନାୟକ |
କଳାକାର | ଅନୁଭବ ମହାନ୍ତି ଗାର୍ଗୀ ମହାନ୍ତି ପ୍ରଦ୍ୟୁମ୍ନ ଲେଙ୍କା ରାମେଶ୍ୱରୀ ହର ପଟ୍ଟନାୟକ କିର୍ତ୍ତୀ ମହାନ୍ତି ଅମ୍ରିତା ଶୁକ୍ଳା |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଗାର୍ଗୀ ମହାନ୍ତି ।[୨] ପ୍ରଦ୍ୟୁମ୍ନ ଲେଙ୍କା, ରାମେଶ୍ୱରୀ, ହର ପଟ୍ଟନାୟକ, ଅମ୍ରିତା ଶୁକ୍ଳା, ସୁରେଶ ବଳ, ରାଇମୋହନ ପରିଡ଼ା, ଚକ୍ରଧର ଜେନା, ସରୋଜ ଦାସ, ପ୍ରେମାଞ୍ଜନ ପରିଡ଼ା, ଦେବୁ ବୋଷ, ଜୀବନ ପଣ୍ଡା, ସଲିଲ ମିତ୍ର, ବାବୁ ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟସମ୍ପାଦନ କରନ୍ତୁ
- ଅନୁଭବ ମହାନ୍ତି
- ଗାର୍ଗୀ ମହାନ୍ତି[୨]
- ପ୍ରଦ୍ୟୁମ୍ନ ଲେଙ୍କା
- ରାମେଶ୍ୱରୀ
- ହର ପଟ୍ଟନାୟକ
- ଅମ୍ରିତା ଶୁକ୍ଳା
- ସୁରେଶ ବଳ
- ରାଇମୋହନ ପରିଡ଼ା
- ଚକ୍ରଧର ଜେନା
- ସରୋଜ ଦାସ
- ପ୍ରେମାଞ୍ଜନ ପରିଡ଼ା
- ଦେବୁ ବୋଷ
- ଜୀବନ ପଣ୍ଡା
- ବ୍ରଜ ନାୟକ
- ନବ ଆଚାର୍ଯ୍ୟ
- ରବି ମିଶ୍ର
- ବିରେନ ମହାପାତ୍ର
- ଅନୁରାଗ ଦିକ୍ଷିତ
- ସଲିଲ ମିତ୍ର
- ମନୋଜ ପଟ୍ଟନାୟକ
- ନିରଞ୍ଜନ ପାଣ୍ଡେ
- ମହେନ୍ଦ୍ର ନାୟକ
- ତନୁଜା ଦେବୀ
- ରିତା ରାଇ
- ବାବୁ ପ୍ରଧାନ
- ଧର୍ମେନ୍ଦ୍ର ରଣା
- ବିନାୟକ ମିଶ୍ର
- ବିଜୟ ସେଠୀ
- ସୁଶାନ୍ତ ଜେନା
- ପ୍ରଦୀପ ସେନ
- ପ୍ରମୋଦ ପାଣି
- ନାରାୟଣ ପତି
- ତ୍ରିନାରାୟଣ ରଥ
- ଆର୍ତ୍ତ ବେହେରା
- ଲିଟୁ ପ୍ରଧାନ
- ସୁବଳ ନାୟକ
- ଦୁର୍ବଦଳ ସାହୁ
କାହାଣୀସମ୍ପାଦନ କରନ୍ତୁ
ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତସମ୍ପାଦନ କରନ୍ତୁ
କ୍ରମ | ଗୀତ | ସମୟ |
---|---|---|
1. | "ଥୁ ଥୁ ଛି ଛି" | |
2. | "ମୁଁ ତୁମକୁ ଭଲ ପାଏ" | |
3. | "ସୁଖ ସବୁ ତତେ ଦେବି" | |
4. | "ଆୟୋଦା ରାମା ଆୟୋରେ" | |
5. | "ଅର୍ଜୁନ ତୁ ହାରିବୁ ନାହିଁ" |
ଆଧାରସମ୍ପାଦନ କରନ୍ତୁ
- ↑ Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଜୁନ