ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍
ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରୀତମ ସାହୁ ।[୨][୩] ଭରଦ୍ୱାଜ ପଣ୍ଡା ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି ।[୫][୬] ସଙ୍ଗୀତକାର ଅସଜ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ପ୍ରିତମ ସାହୁ |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର ସାମନ୍ତରାୟ ଶିବାନୀ ସଙ୍ଗୀତା ନମ୍ରତା ଥାପା ବବି ମିଶ୍ର |
ସଙ୍ଗୀତ | ଅସଦ ନିଜାମ |
ଚିତ୍ରଗ୍ରହଣ | ସ୍ୱର୍ଣ୍ଣ ପ୍ରସାଦ |
ସମ୍ପାଦକ | ମାନସ କୁମାର ସାହୁ |
ବିତରକ | ପ୍ରକାଶ ଫିଲ୍ମସ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଶିବାନୀ ସଙ୍ଗୀତା ଓ ନମ୍ରତା ଥାପା ।[୭] ବବି ମିଶ୍ର, କ୍ରିଷ୍ଣା କର, ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ, ଏଲି ପାଢ଼ୀ, ଜୀବନ ପଣ୍ଡା, ସୂର୍ଯ୍ୟମୟୀ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ଅସଦ ନିଜାମ ।[୯] ପୁଷ୍ପକ ପରିଡ଼ା, ରଞ୍ଜନ ନାୟକ, ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନଭ୍ୟା ଜ୍ୟୋତି, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୦]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍" | ପୁଷ୍ପକ ପରିଡ଼ା | ନଭ୍ୟା ଜ୍ୟୋତି | |
2. | "ତୁ ଆଶାମଣି ପରି" | ରଞ୍ଜନ ନାୟକ | କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା | |
3. | "ସୁନେଲି ଚମକ[୧୧]" | ପୁଷ୍ପକ ପରିଡ଼ା | ଅନ୍ତରା ଚକ୍ରବର୍ତ୍ତୀ, ହ୍ୟୁମାନ ସାଗର | |
4. | "ପ୍ରେମ ଖଞ୍ଜଣୀ" | ତପୁ ନାୟକ | ଅସୀମା ପଣ୍ଡା, ହ୍ୟୁମାନ ସାଗର | |
5. | "ଥମିଯା' ସମୟ" | ତପୁ ନାୟକ | ସ୍ୱୟମ ପାଢ଼ୀ, ଅସୀମା ପଣ୍ଡା |
ମୁକ୍ତିଲାଭ
ସମ୍ପାଦନାଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୩ ତାରିଖରେ ରଜ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୨][୧୩] ଏହା ଓଡ଼ିଶାରେ ୪୦ରୁ ଅଧିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୪]
ଆଧାର
ସମ୍ପାଦନା- ↑ "Guddu Gangster". The Times of India. ISSN 0971-8257. Retrieved 2023-10-05.
- ↑ "ଗୁଡୁ ଗ୍ୟାଙ୍ଗଷ୍ଟର୍". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
- ↑ "'ପରବ'ରେ ସିଦ୍ଧାନ୍ତ". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
- ↑ ୪.୦ ୪.୧ "ଗୁଡ୍ଦୁ ଗ୍ୟାଙ୍ଗ୍ରେ ଗୁଡ୍ଡି". ସମ୍ବାଦ. No. ରବିବାର. 4 June 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଅଶୋକଙ୍କ ଆଶା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
- ↑ "ସେଟ୍ରେ ଅଶୋକ". ସକାଳ. No. ଭୁବନେଶ୍ୱର. 28 May 2023. p. 2. Archived from the original on 29 September 2023. Retrieved 29 September 2023.
- ↑ "ଆମ ନାଁ ଗଙ୍ଗାଧର". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
- ↑ "ଶୈଳେନ୍ଦ୍ରଙ୍କ ଭୂମିକା". ସକାଳ. No. ଭୁବନେଶ୍ୱର. 14 May 2023. p. 14. Archived from the original on 19 September 2023. Retrieved 19 September 2023.
- ↑ "Motion Teaser Of Odia Film Guddu Gangster On March 24". Odisha Bytes (in ଆମେରିକୀୟ ଇଂରାଜୀ). 17 March 2023. Archived from the original on 5 October 2023. Retrieved 5 October 2023.
- ↑ "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
- ↑ "ସୁନେଲି ଚମକ". No. ଭୁବନେଶ୍ୱର. 4 June 2023. p. ୧୮. Archived from the original on 26 September 2023. Retrieved 26 September 2023.
- ↑ "ଲଭ୍ ଇନ୍ ଲଣ୍ଡନ ବନାମ ଗୁଡୁ ଗ୍ୟାଙ୍ଗଷ୍ଟର". ଧରିତ୍ରୀ. No. ଭୁବନେଶ୍ୱର. 8 June 2023. p. ୨୧. Archived from the original on 3 October 2023. Retrieved 3 October 2023.
- ↑ "ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍". Sambad (in Odia). 11 June 2023. Archived from the original on 5 October 2023. Retrieved 5 October 2023.
{{cite web}}
: CS1 maint: unrecognized language (link) - ↑ "ମୁହାଁମୁହିଁ ହେବେ ସିଦ୍ଧାନ୍ତ-ଅନୁଭବ". ପ୍ରେମୟେ. No. ଭୁବନେଶ୍ୱର. ଭୁବନେଶ୍ୱର. 13 June 2023. p. ୧୩. Archived from the original on 5 October 2023. Retrieved 5 October 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର୍