ଗାଁର ନାଁ ଗାଲୁଆପୁର
ଗାଁର ନାଁ ଗାଲୁଆପୁର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଂପ୍ରିତ୍ ସ୍ୱରୂପ୍ ଶତପଥୀ । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଗାଁର ନାଁ ଗାଲୁଆପୁର | |
---|---|
ନିର୍ଦ୍ଦେଶକ | ଜିତେନ୍ଦ୍ର ମହାପାତ୍ର |
ପ୍ରଯୋଜକ | ସଂପ୍ରିତ୍ ସ୍ୱରୂପ୍ ଶତପଥୀ |
ସଂଳାପ | ନନ୍ଦଲାଲ ମହାପାତ୍ର |
ଚିତ୍ରନାଟ୍ୟ | ଜିତେନ୍ଦ୍ର ମହାପାତ୍ର ନନ୍ଦଲାଲ ମହାପାତ୍ର |
କାହାଣୀ | ନନ୍ଦଲାଲ ମହାପାତ୍ର |
କଳାକାର | ପପୁ ପମ ପମ ମନୀଷା ଧର ମହାପାତ୍ର ସୁଜିତ ପାଇକରାୟ ମିହିର ଦାସ କୁନା ତ୍ରିପାଠୀ |
ସଙ୍ଗୀତ | ଅମରେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୧୫ ଅକ୍ଟୋବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ନବାଗତା ନାୟିକା ମନୀଷା ।[୩] କୁନା ତ୍ରିପାଠୀ, ମିହିର ଦାସ, ସୁଜିତ ପାଇକରାୟ, ଅନ୍ତର୍ଜାମୀ ପଣ୍ଡା, ଗିରିଜା ପଣ୍ଡା, ଦେବୀ ବାରିକ, ରାଣୀ ପଣ୍ଡା, ବିଜୟୀନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
ସମ୍ପାଦନା- ପପୁ ପମ ପମ[୬]
- ମନୀଷା ଧର ମହାପାତ୍ର[୭]
- ସୁଜିତ ପାଇକରାୟ
- ମିହିର ଦାସ
- କୁନା ତ୍ରିପାଠୀ
- ଅନ୍ତର୍ଜାମୀ ପଣ୍ଡା
- ଗିରିଜା ପଣ୍ଡା
- ଦେବୀ ବାରିକ
- ବିଜୟୀନି ମିଶ୍ର
- ରାଣୀ ପଣ୍ଡା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି ।[୪] ଅସୀମା ପଣ୍ଡା, ସତ୍ୟଜିତ, ପପୁ ପମ୍ପମ୍, ଟି. ସୌରୀ, ଅମରେନ୍ଦ୍ର ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଆଲୋ ଲୋ ତୁ ମୋ ସୁନ୍ଦରୀ ରାଧା" | ପପୁ ପମ ପମ | |
2. | "ୟୁ ଆର୍ ମାଇଁ ରାଇଟ୍ ଚଏସ୍ ଜାନୁ" | ||
3. | "ଲେ ଲେ ପ୍ୟାର୍ ଲେ" | ||
4. | "ଆମ ଗାଁ ନାଁ ଗାଲୁଆପୁର" |
ଆଧାର
ସମ୍ପାଦନା- ↑ "ପୂଜାରେ ଆସିବେ ପପୁ" (PDF). ସକାଳ. 26 September 2021. p. 2. Archived from the original (PDF) on 7 November 2021. Retrieved 7 November 2021.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଗାଁର ନାଁ ଗାଲୁଆପୁର'ର ଅଡିଓ ରିଲିଜ୍ | Sambad". ସମ୍ବାଦ. sambad.in. 1 March 2020. Retrieved 7 November 2021.
- ↑ "ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ସିନେମାର ନୂଆ ନାୟିକା | Sambad". ସମ୍ବାଦ. sambad.in. 26 October 2020. Retrieved 7 November 2021.
- ↑ ୪.୦ ୪.୧ "ରାନୀ ପଣ୍ଡାଙ୍କ ଡ୍ୟାନ୍ସରେ ପପୁ ପମପମ୍ ଦିୱାନା". Zee News ଓଡ଼ିଶା (in ହିନ୍ଦୀ). 13 October 2021. Retrieved 7 November 2021.
- ↑ "ପାର୍ବଣ ପ୍ରିମିୟର – ପୂଜାରେ ରିଲିଜ୍ ହେବ ଏହି ସବୁ ଓଡ଼ିଆ ସିନେମା". Prameya (in ଆମେରିକୀୟ ଇଂରାଜୀ). 2021-09-29. Retrieved 2021-11-07.
- ↑ Gaon Ra Na Galuapur Movie: Showtimes, Review, Trailer, Posters, News & Videos | eTimes, retrieved 2021-11-07
- ↑ "ମନୀଷାଙ୍କ ଆଶା". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗାଁର ନାଁ ଗାଲୁଆପୁର