ଗାଁର ନାଁ ଗାଲୁଆପୁର

ଓଡ଼ିଆ କଥାଚିତ୍ର

ଗାଁର ନାଁ ଗାଲୁଆପୁର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଂପ୍ରିତ୍ ସ୍ୱରୂପ୍ ଶତପଥୀ । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଗାଁର ନାଁ ଗାଲୁଆପୁର
ନିର୍ଦ୍ଦେଶକଜିତେନ୍ଦ୍ର ମହାପାତ୍ର
ପ୍ରଯୋଜକସଂପ୍ରିତ୍ ସ୍ୱରୂପ୍ ଶତପଥୀ
ସଂଳାପନନ୍ଦଲାଲ ମହାପାତ୍ର
ଚିତ୍ରନାଟ୍ୟଜିତେନ୍ଦ୍ର ମହାପାତ୍ର
ନନ୍ଦଲାଲ ମହାପାତ୍ର
କାହାଣୀନନ୍ଦଲାଲ ମହାପାତ୍ର
କଳାକାରପପୁ ପମ ପମ
ମନୀଷା ଧର ମହାପାତ୍ର
ସୁଜିତ ପାଇକରାୟ
ମିହିର ଦାସ
କୁନା ତ୍ରିପାଠୀ
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୫ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ନବାଗତା ନାୟିକା ମନୀଷା ।[୩] କୁନା ତ୍ରିପାଠୀ, ମିହିର ଦାସ, ସୁଜିତ ପାଇକରାୟ, ଅନ୍ତର୍ଜାମୀ ପଣ୍ଡା, ଗିରିଜା ପଣ୍ଡା, ଦେବୀ ବାରିକ, ରାଣୀ ପଣ୍ଡା, ବିଜୟୀନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି[୪] ଅସୀମା ପଣ୍ଡା, ସତ୍ୟଜିତ, ପପୁ ପମ୍‌ପମ୍, ଟି. ସୌରୀ, ଅମରେନ୍ଦ୍ର ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଆଲୋ ଲୋ ତୁ ମୋ ସୁନ୍ଦରୀ ରାଧା"ପପୁ ପମ ପମ 
2."ୟୁ ଆର୍ ମାଇଁ ରାଇଟ୍ ଚଏସ୍ ଜାନୁ"  
3."ଲେ ଲେ ପ୍ୟାର୍ ଲେ"  
4."ଆମ ଗାଁ ନାଁ ଗାଲୁଆପୁର"  

ଆଧାର ସମ୍ପାଦନା

  1. "ପୂଜାରେ ଆସିବେ ପପୁ" (PDF). ସକାଳ. 26 September 2021. p. 2. Archived from the original (PDF) on 7 November 2021. Retrieved 7 November 2021.
  2. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଗାଁର ନାଁ ଗାଲୁଆପୁର'ର ଅଡିଓ ରିଲିଜ୍‌ | Sambad". ସମ୍ବାଦ. sambad.in. 1 March 2020. Retrieved 7 November 2021.
  3. "ମୁକ୍ତିପ୍ରତୀକ୍ଷିତ ଓଡ଼ିଆ ସିନେମାର ନୂଆ ନାୟିକା | Sambad". ସମ୍ବାଦ. sambad.in. 26 October 2020. Retrieved 7 November 2021.
  4. ୪.୦ ୪.୧ "ରାନୀ ପଣ୍ଡାଙ୍କ ଡ୍ୟାନ୍ସରେ ପପୁ ପମପମ୍ ଦିୱାନା". Zee News ଓଡ଼ିଶା (in ହିନ୍ଦୀ). 13 October 2021. Retrieved 7 November 2021.
  5. "ପାର୍ବଣ ପ୍ରିମିୟର – ପୂଜାରେ ରିଲିଜ୍‌ ହେବ ଏହି ସବୁ ଓଡ଼ିଆ ସିନେମା". Prameya (in ଆମେରିକୀୟ ଇଂରାଜୀ). 2021-09-29. Retrieved 2021-11-07.
  6. Gaon Ra Na Galuapur Movie: Showtimes, Review, Trailer, Posters, News & Videos | eTimes, retrieved 2021-11-07
  7. "ମନୀଷାଙ୍କ ଆଶା". ସମାଜ. No. ରବିବାର. 9 April 2023. p. 8. Archived from the original on 17 April 2023. Retrieved 17 April 2023.

ବାହାର ଆଧାର ସମ୍ପାଦନା