ନନ୍ଦଲାଲ ମହାପାତ୍ର

ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ

ନନ୍ଦଲାଲ ମହାପାତ୍ର (୧୬ ଜୁନ ୧୯୪୭ - ୨୦ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଓ କାହାଣୀ ଲେଖକ ଥିଲେ ।[୧] ସେ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ କରିଥିଲେ । ସେ ଜଗତସିଂହପୁର ଜିଲ୍ଲାର ଚାଟରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କର ମୁଖ୍ୟ ସହଯୋଗୀ ଭାବରେ ଅନେକ ବର୍ଷ କାମ କରିଥିଲେ ।

ନନ୍ଦଲାଲ ମହାପାତ୍ର
ଜନ୍ମ
ନନ୍ଦଲାଲ ମହାପାତ୍ର

(1947-06-16)୧୬ ଜୁନ ୧୯୪୭
ମୃତ୍ୟୁ୨୦ ନଭେମ୍ବର ୨୦୨୨(2022-11-20) (ବୟସ ୭୫)
ଜାତୀୟତାଭାରତୀୟ
ଜଣାଶୁଣାଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର ଓ ସଂଳାପ ଲେଖକ

ଚଳଚ୍ଚିତ୍ର ଓ ଧାରାବାହିକରେ ଅବଦାନ ସମ୍ପାଦନ କରନ୍ତୁ

ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ସହ ବିଭିନ୍ନ ଭୂମିକାରେ ଜଡ଼ିତ ଥିଲେ ।

କଥାଚିତ୍ର ବର୍ଷ ଭୂମିକା ପୁରସ୍କାର
ଭିନ୍ନ ସମୟ ୧୯୯୨ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଅଗ୍ନି ବୀଣା ୧୯୯୦ ସଂଳାପ ରଚନା
ଅନ୍ଧ ଦିଗନ୍ତ ୧୯୯୦ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ତଥାପି ୧୯୮୯ ସଂଳାପ ରଚନା
କିଛି ସ୍ମୃତି କିଛି ଅନୁଭୂତି ୧୯୮୮ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନିଶିଥ ସ୍ୱପ୍ନ ୧୯୮୮ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ମଝି ପାହାଚ ୧୯୮୭ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା ୧୯୮୭ ସଂଳାପ ରଚନା
କୁହୁଡ଼ି ୧୯୮୬ ସଂଳାପ ରଚନା
ତ୍ରିସନ୍ଧ୍ୟା ୧୯୮୬ ସଂଳାପ ରଚନା
କ୍ଳାନ୍ତ ଅପରାହ୍ଣ ୧୯୮୫ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ନୀରବ ଝଡ଼ ୧୯୮୪ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଶୀତ ରାତି ୧୯୮୧ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ସବୁ ମାୟାରେ ବାୟା ୧୯୮୧ ସଂଳାପ ରଚନା ଶ୍ରେଷ୍ଠ ଆଞ୍ଚଳିକ ଓଡ଼ିଆ କଥାଚିତ୍ର
ଗାଁର ନାଁ ଗାଲୁଆପୁର ୨୦୨୧ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା
ଭିଜା ମାଟିର ସ୍ୱର୍ଗ ୨୦୨୨ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ଶ୍ରେଷ୍ଠ ସଂଳାପ ଲେଖକ
ସମାନ୍ତର ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଖୋଳପା ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ସୀମାରେଖା ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ସମ୍ପର୍କ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଗୁରୁବାରୀ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା
ଦୁଃସମୟ ଟେଲିଭିଜନ ଧାରାବାହିକ କାହାଣୀ ଓ ନିର୍ଦ୍ଦେଶନା

[୨][୩]

ମୃତ୍ୟୁ ସମ୍ପାଦନ କରନ୍ତୁ

ହୃଦ୍‌ରୋଗରେ ପିଡ଼ିତ ହୋଇ ତାଙ୍କର ୨୦୨୨ ମସିହା ନଭେମ୍ବର ୨୦ ତାରିଖରେ ୭୫ ବର୍ଷ ବୟସରେ ପରଲୋକ ଘଟିଥିଲା ।[୪]

ଆଧାର ସମ୍ପାଦନ କରନ୍ତୁ

  1. "ଶ୍ରଦ୍ଧାଞ୍ଜଳୀ ନନ୍ଦଲାଲ ମହାପାତ୍ର". No. ରବିବାର ସମ୍ବାଦ ୨୭/୧୧/୨୦୨୨. ଇଷ୍ଟର୍ଣ୍ଣ ମିଡ଼ିଆ. pp. ୧୧. Archived from the original on 29 November 2022. Retrieved 29 November 2022.
  2. "୩୦ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ" (PDF). www.odishaculture.gov.in. www.odishaculture.gov.in. Archived from the original (PDF) on 21 November 2022. Retrieved 21 November 2022.
  3. "ପରଲୋକରେ ବିଶିଷ୍ଟ ସଂଳାପ ଲେଖକ ନନ୍ଦଲାଲ ମହାପାତ୍ର". www.dharitri.com. dharitri. Archived from the original on 21 November 2022. Retrieved 21 November 2022.
  4. "ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କର ପରଲୋକ". No. ସମ୍ବାଦ ୨୧/୧୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 21 November 2022. Retrieved 21 November 2022.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ