ପ୍ରହ୍ଲାଦ ଦୋରା
ପ୍ରହ୍ଲାଦ ଦୋରା (୧୮ ସେପ୍ଟେମ୍ବର ୧୯୪୬ - ୨୦ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଚିତ୍ରକୋଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୦ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରହ୍ଲାଦ ଦୋରା | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ପୂର୍ବ ଅଧିକାରୀ | ମମତା ମାଢ଼ୀ |
ପର ଅଧିକାରୀ | ମମତା ମାଢ଼ୀ |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଗଙ୍ଗାଧର ମାଢ଼ୀ |
ପର ଅଧିକାରୀ | ଗଙ୍ଗାଧର ମାଢ଼ୀ |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ଗଙ୍ଗାଧର ମାଢ଼ୀ |
ପର ଅଧିକାରୀ | ଗଙ୍ଗାଧର ମାଢ଼ୀ |
ନିର୍ବାଚନ ମଣ୍ଡଳୀ | ଚିତ୍ରକୋଣ୍ଡା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ସେପ୍ଟେମ୍ବର ୧୯୪୬ |
ମୃତ୍ୟୁ | ୨୦ ଅକ୍ଟୋବର ୨୦୨୧ | (ବୟସ ୭୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ, ଜନତା ପାର୍ଟି |
ଜୀବନ ସାଥୀ | ରତ୍ନାମାଳା ଦୋରା |
ବାପା/ବୋଉ | ଗୁରୁ ଦୋରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାପ୍ରହ୍ଲାଦ ଦୋରା ୧୯୮୦ ମସିହାର ମାର୍ଚ୍ଚ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁରୁ ଦୋରା ଓ ତାଙ୍କ ପତ୍ନୀଙ୍କ ନାମ ରତ୍ନମାଳା ଦୋରା ।[୧]
ରାଜନୈତିକ ଜୀବନ
ସମ୍ପାଦନାପ୍ରହ୍ଲାଦ ଦୋରା ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିରେ ଓ ପରେ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ସେ ବାଚସ୍ପତି ଭାବରେ ଓଡ଼ିଶା ବିଧାନ ସଭାରେ ୧୯୯୦ରୁ ୧୯୯୫ ମସିହା ଯାଏଁ ଏବଂ ୨୦୦୪ ମସିହାରୁ ୨୦୦୯ ଯାଏ କାର୍ଯ୍ୟ କରିଥିଲେ ।[୨]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଜନତା ପାର୍ଟି |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ଚିତ୍ରକୋଣ୍ଡା | ଭାରତୀୟ ଜନତା ପାର୍ଟି |
ମୃତ୍ୟୁ
ସମ୍ପାଦନାପ୍ରହ୍ଲାଦ ଦୋରା ୨୦୨୧ ମସିହାର ଅକ୍ଟୋବର ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Prahlad Dora". odishaassembly.nic.in. Odisha Assembly. Retrieved 13 April 2022.
- ↑ "Former Deputy Speaker of Odisha Assembly Prahalad Dora dies". Sambad English (in English). Bhubaneswar: sambadenglish.com. 20 October 2021. Archived from the original on 13 April 2022. Retrieved 13 April 2022.
{{cite news}}
:|archive-date=
/|archive-url=
timestamp mismatch; 20 ଅକ୍ଟୋବର 2021 suggested (help)CS1 maint: unrecognized language (link) - ↑ "ପୂର୍ବତନ ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପରଲୋକ". ଧରିତ୍ରୀ (in ଓଡ଼ିଆ). ମାଲକାନଗିରି. 21 October 2021. p. ୩. Archived from the original on 13 April 2022. Retrieved 13 April 2022.
{{cite news}}
:|archive-date=
/|archive-url=
timestamp mismatch; 24 ଅକ୍ଟୋବର 2021 suggested (help)CS1 maint: unrecognized language (link) - ↑ "Former Deputy Speaker Prahalad Dora passes away at 74". Prameya News (in English). Bhubaneswar. 20 October 2021. Archived from the original on 13 April 2022. Retrieved 13 April 2022.
{{cite news}}
:|archive-date=
/|archive-url=
timestamp mismatch; 20 ଅକ୍ଟୋବର 2021 suggested (help)CS1 maint: unrecognized language (link)