ହିତେଶ କୁମାର ବଗର୍ତ୍ତି
ଓଡ଼ିଆ ରାଜନୀତିଜ୍ଞ
ହିତେଶ କୁମାର ବଗର୍ତ୍ତି (ଜନ୍ମ: ୧ ଜୁଲାଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହିତେଶ କୁମାର ବଗର୍ତ୍ତି | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ଦୁର୍ଯ୍ୟୋଧନ ମାଝି |
ପର ଅଧିକାରୀ | ଦୁର୍ଯ୍ୟୋଧନ ମାଝି |
ନିର୍ବାଚନ ମଣ୍ଡଳୀ | ଖଡ଼ିଆଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜୁଲାଇ ୧୯୬୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ରୀତା ରାଣୀ ବଗର୍ତ୍ତି |
ବାପା/ବୋଉ | କୁଞ୍ଜ ବିହାରୀ ବଗର୍ତ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହିତେଶ କୁମାର ବଗର୍ତ୍ତି ୧୯୬୬ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ବଗର୍ତ୍ତି ଓ ପତ୍ନୀଙ୍କ ନାମ ରୀତା ରାଣୀ ବଗର୍ତ୍ତି ।[୧]
ରାଜନୈତିକ ଜୀବନ
ସମ୍ପାଦନାହିତେଶ କୁମାର ବଗର୍ତ୍ତି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Shri Hitesh Kumar Bagartti". odishaassembly.nic.in. Odisha Assembly. Retrieved 15 June 2021.