କୁରୁକ୍ଷେତ୍ର (ଟେଲି ଫିଲ୍ମ)

୨୦୨୨ ଓଡ଼ିଆ କଥାଚିତ୍ର

କୁରୁକ୍ଷେତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ଦୀପକ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

କୁରୁକ୍ଷେତ୍ର
ନିର୍ଦ୍ଦେଶକଅଶ୍ୱିନୀ ତ୍ରିପାଠୀ
ପ୍ରଯୋଜକକ୍ଷୀରୋଦ ପଟ୍ଟନାୟକ
ସଂଳାପଦୀପକ କୁମାର
ଚିତ୍ରନାଟ୍ୟଅଶ୍ୱିନୀ ତ୍ରିପାଠୀ
କଳାକାରଆକାଶ ଦାସନାୟକ
ତମନ୍ନା ବ୍ୟାସ
ସମରେଶ ରାଉତରାୟ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ଶାରଦା ସାହୁ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୩ ଫେବୃଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଓ ତମନ୍ନା ବ୍ୟାସ ।[୩] ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଇଲୁ ବାନାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୨ ମସିହାର ଫେବୃଆରୀ ୧୩ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥନିର୍ମଳ ନାୟକସୂର୍ଯ୍ୟ ମହାପାତ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଲିପ୍ସା ମହାପାତ୍ର, ଗୌରବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ପାପା ଆଇ ଲଭ୍ ୟୁ"ସୂର୍ଯ୍ୟ ମହାପାତ୍ରସିଦ୍ଦିଂସା ବିନ୍ଧାଣୀ, ସୁଶାନ୍ତ ମିଶ୍ର୦୪:୧୪
2."ତୁ ପ୍ରିୟା ମୋର"ସୂର୍ଯ୍ୟ ମହାପାତ୍ରକୁଳଦୀପ ପଟ୍ଟନାୟକ, ଲିପ୍ସା ମହାପାତ୍ର୦୪:୧୧
3."କୁରୁକ୍ଷେତ୍ର"ନିର୍ମଳ ନାୟକ  

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "ଆଜି ଦୁଇ ଓଡ଼ିଆ ସିନେମାର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, 'କୁରୁକ୍ଷେତ୍ର', 'ଅଧାଲେଖା ଗପ' - ONA Khabar | DailyHunt Lite". ONA Khabar. ଭୁବନେଶ୍ୱର: Dailyhunt. 13 February 2022. Archived from the original on 19 June 2022. Retrieved 19 June 2022.
  3. "Odisha Actor Akash Das Nayak's 'Kurukshetra' To Release In Feb, Check Which Genre He Wants To Explore Next". odishabytes (in English). Bhubaneswar. 1 February 2022. Archived from the original on 17 June 2022. Retrieved 17 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା