କୀର୍ତ୍ତି ମହାନ୍ତି
ଓଡ଼ିଆ ଅଭିନେତ୍ରୀ
(କିର୍ତ୍ତୀ ମହାନ୍ତିରୁ ଲେଉଟି ଆସିଛି)
କୀର୍ତ୍ତି ମହାନ୍ତି ଜଣେ ଭାରତୀୟ-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଓ ଥିଏଟରରେ ଅଭିନୟ କରନ୍ତି ।[୧] ସେ ଜଣେ ଖଳନାୟିକା ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ଅର୍ଜୁନ, ଧୀରେ ଧୀରେ ପ୍ରେମ ହେଲା, ହିରୋ, ରଜା ଝିଅ ସଙ୍ଗେ ହେଇଗଲା ଭାବ, ସୁପରଷ୍ଟାର୍ ଆଦି କଥାଚିତ୍ରରେ ଅଭିନୟ କରିବା ସହିତ ତରଙ୍ଗ ଟିଭିରେ ପ୍ରସାରିତ ରାଣୀ, କୁଆରି ବୋହୂ ଆଦି ଧାରାବାହିକରେ ଅଭିନୟ କରିଛନ୍ତି ।
କୀର୍ତ୍ତି ମହାନ୍ତି | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ଜୀବନସାଥୀ | ଶୁଭକାନ୍ତ ମହାନ୍ତି |
ସନ୍ତାନ | ଶୀତଳ ପଟ୍ଟନାୟକ |
ଅଭିନୟ ଜୀବନସମ୍ପାଦନ କରନ୍ତୁ
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୫ | ଅର୍ଜୁନ | ||
୨୦୦୯ | ଧୀରେ ଧୀରେ ପ୍ରେମ ହେଲା | ରତି ମାଡାମ୍ | କମେଡ଼ି ରୋଲ୍ |
୨୦୧୧ | ହିରୋ | ଶକ୍ତିର ମା' | ଖଳନାୟିକା |
୨୦୧୨ | ରଜାଝିଅ ସଂଗେ ହେଇଗଲା ଭାବ | କଲ୍ୟାଣୀର ମା' | |
୨୦୧୩ | ସୁପରଷ୍ଟାର୍ | ||
୨୦୧୬ | ଛାତି ତଳେ ଡିଂ ଡଂ |
ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ
ଧାରାବାହିକ | ଚେନାଲ୍ | ଭୂମିକା |
---|---|---|
ଆହୁତି | ଇ ଟିଭି ଓଡ଼ିଆ | |
ରାନୀ | ତରଙ୍ଗ ଟିଭି | ରାନୀର ଜେଜେମା |
କୁଆଁରୀ ବୋହୂ | ତରଙ୍ଗ ଟିଭି | ଦେବିକା ମଙ୍ଗରାଜ |
ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ
କୀର୍ତ୍ତି ମହାନ୍ତି ଶୁଭକାନ୍ତି ମହାନ୍ତିଙ୍କୁ ବିବାହ କରିଛନ୍ତି । ତାଙ୍କ ବଡ଼ ଝିଅ ଶୀତଲ ପଟ୍ଟନାୟକ ମଧ୍ୟ ଜଣେ ଅଭିନେତ୍ରୀ, ଯେଏକି ତରଙ୍ଗ ଟିଭିର ରାନୀ ଧାରାବାହିକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ସାନ ଝିଅ ମଧ୍ୟ ଜଣେ ଅଭିନେତ୍ରୀ ଯିଏକି ରାନୀ ଧାରାବାହିକ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ ଏବଂ ଧାରାବାହିକ ବ୍ୟତୀତ ସେ ଥିଏଟର୍ରେ ମଧ୍ୟ ଅଭିନୟ କରନ୍ତି ।[୨]
ଆଧାରସମ୍ପାଦନ କରନ୍ତୁ
- ↑ "Shouldn't we support theaters to save real talents who are fighting their survival against digital era movie and serials?". Times of India Blog (in ଇଂରାଜୀ). 2019-09-16. Retrieved 2021-09-13.
- ↑ "Gaap Saap Ep 539 - Candid Chat With Kirti Mohanty & Sheetal Mohanty". Odisha TV. YouTube. 25 August 2019. Retrieved 13 September 2021.
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- କୀର୍ତ୍ତି ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)