ଛାତି ତଳେ ଡିଂ ଡଂ

୨୦୧୬ର ଓଡ଼ିଆ କଥାଚିତ୍ର

ଛାତି ତଳେ ଡିଂ ଡଂ, ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ[୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨][୩] ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।[୪] ଓଡ଼ିଆ କଥା ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୫]

ଛାତି ତଳେ ଡିଂ ଡଂ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପବସନ୍ତରାଜ ସାମଲ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ବର୍ଷା ପ୍ରିୟଦର୍ଶିନୀ
ଶକ୍ତି କପୁର
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଏସ୍. ରଞ୍ଜନ ରାଓ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୯ ଅକ୍ଟୋବର ୨୦୧୬
ଦେଶଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମଳୟ ମିଶ୍ର ।[୬] ବସନ୍ତରାଜ ସାମଲ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଛନ୍ତି ।[୭]

ଗୀତ ରଚନା କଣ୍ଠଦାନ
ଘୁମୁରା
ସ୍ଲିମ୍ ଫିଗର୍ ଜିମ୍ ବାଲି
ଯାହାର ଫାଟୁଛି ଫାଟୁ
ଆଖିରେ ହାଣି ଦେଲି ତୁ
ଛାତି ତଳେ ଡିଂ ଡଂ

ଆଧାରସମ୍ପାଦନ କରନ୍ତୁ

  1. "ମଞ୍ଜରୀ ମୁଭିଜ୍‌ରେ ସବ୍ୟ-ଅର୍ଚିତା". ସମ୍ବାଦ. 4 September 2016. Retrieved 6 October 2016.
  2. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
  3. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  4. ସାହୁ, ଗଣେଶ ପ୍ରସାଦ (4 October 2016). "ରିଲିଜ୍ ହେବାକୁ ଥିବା 'ଛାତି ତଳେ ଡିଙ୍ଗ୍ ଡଙ୍ଗ୍' ଏକ ତେଲୁଗୁ ସିନେମାର କପି". Odisha News 360. Retrieved 6 October 2016.
  5. "ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 12 September 2018. Retrieved 12 September 2018.CS1 maint: unrecognized language (link)
  6. "Chhati Tale Ding Dong Odia Film Of Sabyasachi, Barsa And Archita". odiainfo.in. Retrieved 6 October 2016.
  7. "Chhati Tale Ding Dong Odia Movie of Sabyasachi, Barsa, Archita and Shakti Kapoor". incredibleorissa.com. Retrieved 6 October 2016.

ବାହାର ଆଧାରସମ୍ପାଦନ କରନ୍ତୁ