ଓଡ଼ିଶାର ଜିଲ୍ଲା ଗଠନ ବର୍ଷ

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ସମୟରେ ୬ଟି ଜିଲ୍ଲା ଥିଲା । କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମକୋରାପୁଟ

ଭାରତବର୍ଷ ୧୫ ଅଗଷ୍ଟ ୧୯୪୭ ମସିହାରେ ସ୍ୱାଧୀନ ହେଲା । ଓଡ଼ିଶାରେ ଥିବା ୨୬ଟି ଗଡଜାତ ରାଜ୍ୟରୁ ୨୪ଟିର ଓଡ଼ିଶାରେ ମିଶ୍ରଣ ହୋଇ ଓଡ଼ିଶା ଏକ ରାଜ୍ୟରୂପେ ମାନ୍ୟତା ପ୍ରାପ୍ତ ହେଲା । ୨୬ଟି ଗଡଜାତ ରାଜ୍ୟଙ୍କୁ କ, ଖ, ଗ, ଶ୍ରେଣୀରେ ବିଭକ୍ତ କରାଯାଇ ଥିଲା ।

(କ) ଶ୍ରେଣୀର ଗଡଜାତ ରାଜ୍ୟ ସମ୍ପାଦନା

  1. ମୟୁରଭଞ୍ଜ
  2. ପାଟଣା
  3. କଳାହାଣ୍ଡି
  4. କେନ୍ଦୁଝର
  5. ଗାଙ୍ଗପୁର
  6. ଢେଙ୍କାନାଳ
  7. ସୋନପୁର
  8. ବାମଣ୍ଡା
  9. ନୟାଗଡ
  10. ଷଢେଇକଳା
  11. ବୌଦ୍ଧ

(ଖ) ଶ୍ରେଣୀର ଗଡଜାତ ରାଜ୍ୟ ସମ୍ପାଦନା

(ଗ) ଶ୍ରେଣୀର ଗଡଜାତ ରାଜ୍ୟ ସମ୍ପାଦନା

ବିଶେଷ ସୂଚନା - ଏହି ପୃଷ୍ଟାମାନ ସମ୍ପୂର୍ଣ୍ଣ ହୋଇନାହିଁ କାର୍ଯ୍ୟ ଚାଲୁଅଛି .

(ଖ) ଶ୍ରେଣୀର ଗଡଜାତ ରାଜ୍ୟ

(ଗ) ଶ୍ରେଣୀର ଗଡଜାତ ରାଜ୍ୟ