ଏସ୍୩ ମୁଭିଜ୍
ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା
ଏସ୍୩ ମୁଭିଜ୍ ହେଉଛି ଏକ କଥାଚିତ୍ର ନିର୍ମାଣକାରୀ ସଂସ୍ଥା ଯାହାକି ଓଡ଼ିଆ କଥାଚିତ୍ର ଜଗତ ପାଇଁ କଥାଚିତ୍ର ଓ ୱେବ୍ ସିରିଜ୍ ନିର୍ମାଣ ଓ ବିତରଣ କରୁଛି ।[୧] ୨୦୧୨ ମସିହାରେ ଓଡ଼ିଆୱାନ୍ ଏଣ୍ଟରଟେନ୍ମେଣ୍ଟର ଏକ ଅଂଶ ଭାବରେ ସମରେଶ ରାଉତରାୟ ଏହାର ପ୍ରତିଷ୍ଠା କରିଥିଲେ ।[୨]
ପ୍ରକାର | ବେସରକାରୀ |
---|---|
ଶିଳ୍ପ | ମନୋରଞ୍ଜନ |
ପ୍ରତିଷ୍ଠିତ ସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ପ୍ରତିଷ୍ଠାତା | ସମରେଶ ରାଉତରାୟ |
ମୁଖ୍ୟ କାର୍ଯ୍ୟାଳୟ | ଭୁବନେଶ୍ୱର , |
ପ୍ରମୁଖ ବ୍ୟକ୍ତି | ସମରେଶ ରାଉତରାୟ |
ଉତ୍ପାଦ | କଥାଚିତ୍ର ପ୍ରଯୋଜନା, ନିର୍ମାଣ, ବିତରଣ |
ମୂଳ ସଂସ୍ଥା | ଓଡ଼ିଆୱାନ୍ ଏଣ୍ଟରଟେନମେଣ୍ଟ |
ୱେବ୍ସାଇଟ୍ | s3movies.com |
ଇତିହାସ
ସମ୍ପାଦନା୨୦୧୪ ମସିହାରେ ଏହି କଥାଚିତ୍ରଟିର ପ୍ରଥମ ପ୍ରସ୍ତୁତି ଓମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ପ୍ରକୃତି ମିଶ୍ର ।
ନିର୍ମିତ କଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ନିର୍ଦ୍ଦେଶକ | ଅଭିନେତା | ମନ୍ତବ୍ୟ |
---|---|---|---|---|
୨୦୧୪ | ଓମ୍ | ସୁଧାକର ବସନ୍ତ | ସମ୍ବିତ ଆଚାର୍ଯ୍ୟ, ପ୍ରକୃତି ମିଶ୍ର | |
୨୦୨୦ | ଅଦୃଶ୍ୟମ୍ | ରାଜେନ୍ଦ୍ର ମହାନ୍ତ | ସୁଧାଂଶୁ ନାରାୟଣ ଦାଶ, ସମରେଶ ରାଉତ, ଲିପ୍ସା ମିଶ୍ର | |
ଟିକେ ଲଭ୍ ଟିକେ ଟ୍ୱିଷ୍ଟ | ଏସ୍ କେ ମୂରଲୀଧରନ | ସମ୍ବିତ, ପୁନମ ମିଶ୍ର, ସମରେଶ ରାଉତରାୟ | [୧] | |
୨୦୨୩ | ନିୟତି | ପିନାକୀ ଶ୍ରୀଚନ୍ଦନ | ସାନୁ, ଦିବ୍ୟା ମହାନ୍ତି, ସମରେଶ ରାଉତରାୟ, ପୁପୁଲ ଭୂୟାଁ | [୩] |
୨୦୨୪ | ଅପରେସନ୍ ଅପହରଣ | ସୁଟିଂ ଚାଲିଛି[୪] |
ୱେବ୍ ସିରିଜ୍
ସମ୍ପାଦନାବର୍ଷ | ସିରିଜ୍ | ନିର୍ଦ୍ଦେଶକ | ଅଭିନେତା | ମନ୍ତବ୍ୟ |
---|---|---|---|---|
୨୦୧୮ | ରାବଣ ପୋଡ଼ି | ବିରଜ ରଥ | ଦୀପନ୍ୱିତ ଦାଶମହାପାତ୍ର, ସୁଧାଂଶୁ ଦାସ, ଚୌଧୁରୀ ଜୟପ୍ରକାଶ ଦାସ | ଓଡ଼ିଆ ଭାଷାରେ ପ୍ରଥମ ୱେବ୍ ସିରିଜ୍ |
୨୦୨୧ | ଡାର୍ଟି ପ୍ଲାସ୍ | ରାସେଶ ମହାନ୍ତି | ମେଘନା, ସିଲା, ଶର୍ମିଷ୍ଠା, ଦୁଷ୍ମନ୍ତ ପଣ୍ଡା, ସ୍ୱାଧୀନ | |
୨୦୨୨ | ପ୍ରହେଳିକା | ପିନାକୀ ଶ୍ରୀଚାନ୍ଦନ | ସାନୁ, ସମରେଶ, ଅନନ୍ୟା ମିଶ୍ର, ଜୟପ୍ରକାଶ ଦାସ |
ଆଧାର
ସମ୍ପାଦନା- ↑ ୧.୦ ୧.୧ Himanshu (2019-01-19). "Odia films 'Awara Dil', 'Tike Love Tike Twist' announced". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-09-22.
- ↑ "Documentary film on Padma Shri Nanda Prusty called Nanda Masternka Chatasali released". Odisha Diary, Latest Odisha News, Breaking News Odisha (in ଆମେରିକୀୟ ଇଂରାଜୀ). 2022-06-03. Retrieved 2023-09-22.
- ↑ "Odia movie Niyati released across the state". Odia Celebrity (in ଆମେରିକୀୟ ଇଂରାଜୀ). 2023-07-22. Retrieved 2023-07-23.
- ↑ Himanshu (2023-02-16). "Title announcement of upcoming Odia film 'Operation Apaharan' held". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-09-22.