ଏମିତି ଭାଇ ଜଗତେ ନାହିଁ

୧୯୯୪ର ଓଡ଼ିଆ କଥାଚିତ୍ର

ଏମିତି ଭାଇ ଜଗତେ ନାହିଁ, ୧୯୯୪ରେ ମୁକ୍ତିଲାଭ କରିଥିବ ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନପୂର୍ଣ୍ଣା ନନ୍ଦ । ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଓ ସ୍ୱର ସଂଯୋଜନା କରିଥିଲେ ।

ଏମିତି ଭାଇ ଜଗତେ ନାହିଁ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ପ୍ରଯୋଜକଅନପୂର୍ଣ୍ଣା ନନ୍ଦ
ସଂଳାପପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଶାନ୍ତ ନନ୍ଦ
କାହାଣୀପ୍ରଶାନ୍ତ ନନ୍ଦ
କଳାକାରପ୍ରଶାନ୍ତ ନନ୍ଦ
ଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ରାଇମୋହନ ପରିଡ଼ା
ହର ପଟ୍ଟନାୟକ
ସୁରେଶ ବଳ
ସଙ୍ଗୀତପ୍ରଶାନ୍ତ ନନ୍ଦ
ଚିତ୍ରଗ୍ରହଣଭି. ପ୍ରଭାକର
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୬ ଜାନୁଆରୀ ୧୯୯୪
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ହର ପଟ୍ଟନାୟକ, ସୁରେଶ ବଳ, ଶ୍ରୀକାନ୍ତ ଗୌତମ, ଶଙ୍କର ବାସୁ ମଲ୍ଲିକ, ପୃଥ୍ୱୀରାଜ ନାୟକ, ଶତାବ୍ଦୀ ରାୟ, ପ୍ରତିଭା ସାହୁ, ଜୟୀରାମ ସାମଲ ଆଦି କଳାକାରମାନେ ଏହି କଥାଚିତ୍ର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟସମ୍ପାଦନ କରନ୍ତୁ

କାହାଣୀସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତସମ୍ପାଦନ କରନ୍ତୁ

ପ୍ରଶାନ୍ତ ନନ୍ଦ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଗୀତା ଦାଶ, ସୁବାସ ଦାସ, ଅନୀତ ଗୋସ୍ୱାମୀ, କବିତା କ୍ରିଷ୍ଣମୂର୍ତ୍ତୀ, ଜଲି ମୁଖାର୍ଜୀ, ମହମ୍ମଦ ସାଜିଦ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତସମ୍ପାଦନ କରନ୍ତୁ

କ୍ରମଗୀତସମୟ

ଆଧାରସମ୍ପାଦନ କରନ୍ତୁ

  1. "ପରଲୋକରେ ବର୍ଷୀୟାନ ଅଭିନେତା ପୂର୍ଣ୍ଣଚନ୍ଦ୍ର - Dharitri.Com". Dharitri.com (in ଇଂରାଜୀ). Archived from the original on 24 August 2018. Retrieved 24 August 2018.

ବାହାର ଆଧାରସମ୍ପାଦନ କରନ୍ତୁ